କନକ ବ୍ୟୁରୋ: ସିଲ୍ ହେଲା ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ସିନେମା ହଲ । ପୁଲିସ ଓ ତହସିଲଦାରଙ୍କ ତନାଘନା ତଦନ୍ତ ପରେ ସିନେମା ହଲକୁ ସିଲ୍ କରାଯାଇଛି। ବେଲପଡା ବ୍ଲକ ସ୍ଥିତ ଲଥାକେନ୍ଦ ଗାଁ ପାଖରେ ଥିବା ଆଲିସାନ ସିନେମା ହଲରେ ଆଜି ହଠାତ୍ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଲାଇସେନ୍ସକୁ ନେଇ ତନାଘନା କରିଥିଲା ପ୍ରଶାସନ। ହଲ ଭିତରେ ବେଲପଡା ତହସିଲଦାର, ପୁଲିସ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ମିଳିତ ଭାବେ ଯାଞ୍ଚ କରିଛନ୍ତି। ସିନେମା ହଲର ଲାଇସେନ୍ସକୁ ଠିକ ଭାବରେ ନବୀକରଣ କରୁ ନଥିବା ଜଣାପଡିଛି। ଯାହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଯାଞ୍ଚ କରାଯାଇଥିବା ସୂଚନା ମିଳିଛି।
ସିଲ୍ ହେଲା ବଲାଙ୍ଗୀରର ଆଲିସାନ ସିନେମା ହଲ: ପୁଲିସ ଓ ତହସିଲଦାରଙ୍କ ତନାଘନା ତଦନ୍ତ ପରେ ହଲ ବନ୍ଦ
Advertisment
ସିଲ୍ ହେଲା ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ସିନେମା ହଲ । ପୁଲିସ ଓ ତହସିଲଦାରଙ୍କ ତନାଘନା ତଦନ୍ତ ପରେ ସିନେମା ହଲକୁ ସିଲ୍ କରାଯାଇଛି । ବେଲପଡା ବ୍ଲକ ସ୍ଥିତ ଲଥାକେନ୍ଦ ଗାଁ ପାଖରେ ଥିବା ଆଲିସାନ ସିନେମା ହଲରେ ଆଜି ହଠାତ୍ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
Updated On

ଅଦ୍ୟତନ ହୋଇଛି
Follow Us