ଲକ୍ଷ୍ନୌ: ଦୁର୍ଘଟଣାରେ ଚାଲିଗଲା ବର କନ୍ୟାଙ୍କ ଜୀବନ । ୫ ମୃତ ୨ଗୁରୁତର

Advertisment

ଦୁର୍ଘଟଣା ନେଲା ବର କନ୍ୟାଙ୍କ ସମତେ ୫ଜଣଙ୍କ ଜୀବନ । ବିବାହ ପରେ ବିହାରରୁ ବିଜିନୋର ଫେରୁଥିଲେ ବର କନ୍ୟା । କିନ୍ତୁ ଭୋର ସମୟରେ ଉତ୍ତରପ୍ରଦେଶ ବିଜିନୋର ଠାରେ କୁହୁଡି ଯୋଗୁଁ କାର ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା

ଦୁର୍ଘଟଣା ନେଲା ବର କନ୍ୟାଙ୍କ ସମତେ ୫ଜଣଙ୍କ ଜୀବନ । ବିବାହ ପରେ ବିହାରରୁ ବିଜିନୋର ଫେରୁଥିଲେ ବର କନ୍ୟା । କିନ୍ତୁ ଭୋର ସମୟରେ ଉତ୍ତରପ୍ରଦେଶ ବିଜିନୋର ଠାରେ କୁହୁଡି ଯୋଗୁଁ କାର ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା

accident 1

କନକବ୍ୟୁରୋ : ଦୁର୍ଘଟଣା ନେଲା ବର କନ୍ୟାଙ୍କ ସମତେ ୫ଜଣଙ୍କ ଜୀବନ । ବିବାହ ପରେ ବିହାରରୁ ବିଜିନୋର ଫେରୁଥିଲେ ବର କନ୍ୟା । କିନ୍ତୁ ଭୋର ସମୟରେ ଉତ୍ତରପ୍ରଦେଶ ବିଜିନୋର ଠାରେ କୁହୁଡି ଯୋଗୁଁ କାର ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା  । ଫଳରେ ଘଟଣାସ୍ଥଳରେ ପରିବାରର ୫ଜଣଙ୍କ ସମତେ ୨ ଗୁରୁତର ଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe