ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ; ଆସନ୍ତା ୩ ଘଣ୍ଟା ପାଇଁ ଟ୍ୱିନ୍‌ସିଟିକୁ ଘଡ଼ଘଡ଼ି ସହ ବର୍ଷା ଚେତାବନୀ

Advertisment

ବରଗଡ଼ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାର ପ୍ରଭାବ । ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ହେବା ସହ କୁଆପଥର ମାଡ଼ ହୋଇଛି । ଆଉ ଏହାର ପ୍ରଭାବରେ ଫସଲ ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ପରିବା ଚାଷ ଉପରେ ସାମାନ୍ୟ ପ୍ରଭାବ ପଡ଼ିଛି ।

ବରଗଡ଼ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାର ପ୍ରଭାବ । ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ହେବା ସହ କୁଆପଥର ମାଡ଼ ହୋଇଛି । ଆଉ ଏହାର ପ୍ରଭାବରେ ଫସଲ ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ପରିବା ଚାଷ ଉପରେ ସାମାନ୍ୟ ପ୍ରଭାବ ପଡ଼ିଛି ।

Thunderstorm

Thunderstorm Photograph: (Kanak News)

କନକ ବ୍ୟୁରୋ : ଭୁବନେଶ୍ୱରରେ ଚଳିତ ବର୍ଷର ପ୍ରଥମ ବର୍ଷାକୁ ନେଇ ୱାରିଂ ଜାରି କଲା ପାଣିପାଗ ବିଭାଗ । ଭୁବନେଶ୍ୱରକୁ ଆଗାମୀ ୩ ଘଣ୍ଟ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଖୋର୍ଦ୍ଧାର କିଛି ଅଞ୍ଚଳ ସହ କଟକ, ପୁରୀ, ଜଗତସିଂପୁର, ମୟୂରଭଞ୍ଜ, କେଇଁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଆଗାମୀ ୩ ଘଣ୍ଟା ପାଇଁ ମାଧ୍ୟମ ଧାରଣର ବର୍ଷା ପାଇଁ ୟେଲୋ ୱରୀଙ୍ଗ ଜାରି କଲା ପାଣିପାଗ ବିଭାଗ । ମାଧ୍ୟମ ଧରଣର ବର୍ଷ ସହ ବିଜୁଳି ଘଡଘଡି ର ସମ୍ଭାବନା ମଧ୍ୟ ରହିଛି ।

ବରଗଡ଼ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାର ପ୍ରଭାବ । ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ହେବା ସହ କୁଆପଥର ମାଡ଼ ହୋଇଛି । ଆଉ ଏହାର ପ୍ରଭାବରେ ଫସଲ ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ପରିବା ଚାଷ ଉପରେ ସାମାନ୍ୟ ପ୍ରଭାବ ପଡ଼ିଛି । ଅମଳ ପାଇଁ ଲଗା ଯାଇଥିବା ବିଭିନ୍ନ ଫସଲ କୁଆପଥର ମାଡ଼ରେ ନଷ୍ଟ ହେବାର ସମ୍ଭାବନା ରହିଛି । ଜିଲ୍ଲାର ବରପାଲି ବ୍ଲକ୍ କୁମ୍ଭାରି, ବାଦପାଲି, ଲାଉଁନସରା, ତୁମଗାଁ ଅଞ୍ଚଳରେ ଝଡ଼ ତୋଫାନ ସହ କୁଆ ବର୍ଷା ହୋଇଥିବାରୁ ଏଥିରେ ଚାଷୀଙ୍କ କେତେ କ୍ଷୟକ୍ଷତି ହୋଇଛି ତାହା ସଂପୂର୍ଣ୍ଣ ଭାବେ ଜଣାପଡ଼ିନାହିଁ ।

ଅଧିକ ପଢ଼ନ୍ତୁ : ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା; କହିଲେ ଏସଓପିକୁ ମିଳିଛି ସରକାରଙ୍କ ଅନୁମୋଦନ

ଯେଉଁ ଫସଲ ଉତ୍ପାଦନ କରୁଛି ତାହା ବହୁଳ ମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ଦେଖା ଦେଇଛି । ଲଙ୍କା, କଖାରୁ, କଲରା ସହ ବିଭିନ୍ନ ପନିପରିବା ଉପରେ କୁଆପଥର ମାଡ଼ ହେବାରୁ ଅମଳ ଗଛ ଭାଙ୍ଗି ପଡ଼ିଥିବା ବେଳେ ପତ୍ର ଗୁଡ଼ିକ ନଷ୍ଟ ହୋଇ ପଡିରହିଥିବାର ଚିତ୍ର ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe