/kanak/media/media_files/2025/07/06/raja-1-2025-07-06-17-47-31.png)
ଓଡ଼ିଆଣୀ ବେଶରେ ସଜେଇ ହୋଇଛନ୍ତି ମାଆ ସୁଭଦ୍ରା । କି ଭାଗ୍ୟ ସେ ପଦ୍ମଫୁଲର ଯୋଗମାୟାଙ୍କ ବେକରେ ମାଳା ହେବାର ସୌଭାଗ୍ୟ ପାଇଛି ।
/kanak/media/media_files/2025/07/06/raja-2-2025-07-06-17-47-31.png)
ଶ୍ରୀମନ୍ଦିରରୁ ଆସିଲା ରତ୍ନ ଅଳଙ୍କାର । ଦାରୁବ୍ରହ୍ମଙ୍କ ସୁନାବେଶ ପାଇଁ ତତ୍ପର ହୋଇ ଉଠିଛନ୍ତି ସେବାୟତ । ଗୋଟି ଗୋଟି କରି ଆଭୂଷଣ ନେଇ ଆସୁଛନ୍ତି ।
/kanak/media/media_files/2025/07/06/raja-3-2025-07-06-17-47-31.png)
ଶଙ୍ଖ ଚକ୍ର ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । କୋଟି କୈବଲ୍ୟନାଥ ଅପୂର୍ବ ରୂପରେ ଦର୍ଶନ ଦେବେ ।
/kanak/media/media_files/2025/07/06/raja-4-2025-07-06-17-47-31.png)
ଆପାଦ ମସ୍ତକ ସୁନାରେ ସଜେଇ ହେବେ ଶ୍ରୀବିଗ୍ରହ । ଏ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମନରେ କେତେ ଯେ ଉତ୍କଣ୍ଠା । ତାହା କଣ ବର୍ଣ୍ଣନା କରିହେବ ।
/kanak/media/media_files/2025/07/06/raja-5-2025-07-06-17-48-14.jpg)
ରଥ ଉପରୁ ଭକ୍ତଙ୍କୁ ଦେଖୁଛି କାଳିଆ । କିଛି ସମୟରେ ହେବ ସୁନାବେଶ । ଗୁଣ୍ଡିଚାଲୀଳା ସାରି ଫେରିବା ପରେ ସିଂହଦ୍ୱାର ସମ୍ମୁଖରେ ବିଶ୍ରାମ ନେଇଛନ୍ତି ମହାପ୍ରଭୁ ।
/kanak/media/media_files/2025/07/06/raja-6-2025-07-06-17-48-14.jpg)
ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥ ଉପରେ ବିଶ୍ରାମ ନେଇଛନ୍ତି ତିନି ଠାକୁର । ଆଜି ହେବ ସୁନାବେଶ ।
/kanak/media/media_files/2025/07/06/raja-7-2025-07-06-17-48-14.jpg)
ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁ । ସୁନାବେଶରେ ଝଟକିବେ ଜଗତାଧିପତି ।