ଅଧ ରାତିରେ ରାଜଧାନୀରେ ଲୁଟ୍ । ମେଡିସିନ୍ ଦୋକାନ ଗ୍ରିଲ ଭାଙ୍ଗି ନେଇଗଲେ ଟଙ୍କା

Advertisment

ରାଜଧାନୀରେ ଦିନକୁ ଦିନକୁ ବଢି ଚାଲିଛି ଲୁଟେରାଙ୍କ ଆତଙ୍କ । ବିଳମ୍ବିତ ରାତିରେ ଆସି ଦୋକାନ ତାଡ଼ି ଟଙ୍କା ଲୁଟିନେଲେ ଦୁବୃର୍ତ୍ତ । ଏଭଳି ଚାଞ୍ଚଲ୍ୟକର ଲୁଟ୍‌ ଆତଙ୍କ ଦେଖିବାକୁ ମିଳିଛି ଭୁବନେଶ୍ବରରେ ।

ରାଜଧାନୀରେ ଦିନକୁ ଦିନକୁ ବଢି ଚାଲିଛି ଲୁଟେରାଙ୍କ ଆତଙ୍କ । ବିଳମ୍ବିତ ରାତିରେ ଆସି ଦୋକାନ ତାଡ଼ି ଟଙ୍କା ଲୁଟିନେଲେ ଦୁବୃର୍ତ୍ତ । ଏଭଳି ଚାଞ୍ଚଲ୍ୟକର ଲୁଟ୍‌ ଆତଙ୍କ ଦେଖିବାକୁ ମିଳିଛି ଭୁବନେଶ୍ବରରେ ।

loot23

କନକ ବ୍ୟୁରୋ : ରାଜଧାନୀରେ ଦିନକୁ ଦିନକୁ ବଢି ଚାଲିଛି ଲୁଟେରାଙ୍କ ଆତଙ୍କ । ବିଳମ୍ବିତ ରାତିରେ ଆସି ଦୋକାନ ତାଡ଼ି ଟଙ୍କା ଲୁଟିନେଲେ ଦୁବୃର୍ତ୍ତ । ଏଭଳି ଚାଞ୍ଚଲ୍ୟକର ଲୁଟ୍‌ ଆତଙ୍କ ଦେଖିବାକୁ ମିଳିଛି ଭୁବନେଶ୍ବରରେ । କେମିତି ଓ କିଭଳି ଲୁଟ୍ କରିଥିଲେ ଦୁବୃର୍ତ୍ତ ତାହା ମଧ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଭୁବନେଶ୍ବର କଳିଙ୍ଗ ନଗରରେ ଥିବା ମେଡିସିନ୍ ଷ୍ଟୋରରେ ହୋଇଛି ଏହି ଲୁଟ୍ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଶ୍ରମିକ ବେଶରେ ଆସି ଲୁହା ଗ୍ରୀଲ ତାଡ଼ି ଦୋକାନ ଭିତରେ ପଶି କ୍ୟାସ୍ ବକ୍ସ ତାଡ଼ି ଟଙ୍କା ଲୁଟିନେଇଥିଲେ । ଏହା ଜାଣିବା ପରେ ଦେକାନ ମାଲିକ ପୋଲିସକୁ ଜଣାଇଥିଲେ । କିଛି ଦିନ ତଳେ ମେଡିସିନ ଦୋକାନୀ ମା’ଙ୍କ ବେକରୁ ମଧ୍ୟ ସୁନା ଚେନ୍ ଝାମ୍ପିନେଇଥିଲେ ଦୁବୁର୍ତ୍ତ । ପ୍ରତିଦିନ ଲୁଟ୍ ବଢୁଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe