ବାଲେଶ୍ବର ସୋରୋ ସବିରା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ : ସିସିଟିଭିରେ କଏଦ ହେଲା ଲୁଟ ବେଳର ଦୃଶ୍ୟ

Advertisment

ବାଲେଶ୍ବର ସୋର ଥାନା ଅନ୍ତର୍ଗତ ସବିରାରେ ଥିବା ଏସବିଆଇ ଏଟିଏମରୁ ଲୁଟ । ଗତକାଲି ରାତିରେ କିଛି ଦୁବୃତ ଏଟିଏମ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବର ସୋର ଥାନା ଅନ୍ତର୍ଗତ ସବିରାରେ ଥିବା ଏସବିଆଇ ଏଟିଏମରୁ ଲୁଟ । ଗତକାଲି ରାତିରେ କିଛି ଦୁବୃତ ଏଟିଏମ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

atm

କନକବ୍ୟୁରୋ : ବାଲେଶ୍ବର ସୋର ଥାନା ଅନ୍ତର୍ଗତ ସବିରାରେ ଥିବା ଏସବିଆଇ ଏଟିଏମରୁ ଲୁଟ । ଗତକାଲି ରାତିରେ କିଛି ଦୁବୃତ ଏଟିଏମ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରୁ ଦୁବୃତ ଫେରାର ହୋଇଯାଇଛନ୍ତି । ଲୁଟ ସମୟର ଚିତ୍ର କ୍ୟାମେରାରେ କଏଦ ହୋଇଛି । 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe