କନକବ୍ୟୁରୋ : ବାଲେଶ୍ବର ସୋର ଥାନା ଅନ୍ତର୍ଗତ ସବିରାରେ ଥିବା ଏସବିଆଇ ଏଟିଏମରୁ ଲୁଟ । ଗତକାଲି ରାତିରେ କିଛି ଦୁବୃତ ଏଟିଏମ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରୁ ଦୁବୃତ ଫେରାର ହୋଇଯାଇଛନ୍ତି । ଲୁଟ ସମୟର ଚିତ୍ର କ୍ୟାମେରାରେ କଏଦ ହୋଇଛି ।
ବାଲେଶ୍ବର ସୋରୋ ସବିରା ଏସ୍ବିଆଇ ଏଟିଏମ୍ରୁ ଲୁଟ୍ : ସିସିଟିଭିରେ କଏଦ ହେଲା ଲୁଟ ବେଳର ଦୃଶ୍ୟ
ବାଲେଶ୍ବର ସୋର ଥାନା ଅନ୍ତର୍ଗତ ସବିରାରେ ଥିବା ଏସବିଆଇ ଏଟିଏମରୁ ଲୁଟ । ଗତକାଲି ରାତିରେ କିଛି ଦୁବୃତ ଏଟିଏମ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
/kanak/media/media_files/2024/11/21/bhe8ZvVHfiGJvVnQ1A7M.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)