ପୁରୀ ବେଳାଭୂମିରେ ମିଳିବନି ମଦ: ଧର୍ମାନୁଷ୍ଠାନର ୫କିମି ଭିତରେ ଖୋଲିବନି ମଦ ଦୋକାନ

Advertisment

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର । ବେଳାଭୂମିରେ ମଦ ପାଇଁ ଲାଇସେନ୍ସ ମିଳିବନି । ପୁରୀ ବିଚରେ ଖୋଲିବନି ମଦ ଦୋକାନ

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର । ବେଳାଭୂମିରେ ମଦ ପାଇଁ ଲାଇସେନ୍ସ ମିଳିବନି । ପୁରୀ ବିଚରେ ଖୋଲିବନି ମଦ ଦୋକାନ

puri 12

କନକ ବ୍ୟୁରୋ: ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର ।  ବେଳାଭୂମିରେ ମଦ ପାଇଁ ଲାଇସେନ୍ସ ମିଳିବନି । ପୁରୀ ବିଚରେ ଖୋଲିବନି ମଦ ଦୋକାନ । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ।   ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ଖୋଲିବନି ମଦ ଦୋକାନ । ଧର୍ମାନୁଷ୍ଠାନର ୫କିମି ଭିତରେ ଖୋଲିବନି ମଦ ଦୋକାନ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe