କନକ ବ୍ୟୁରୋ: ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର । ବେଳାଭୂମିରେ ମଦ ପାଇଁ ଲାଇସେନ୍ସ ମିଳିବନି । ପୁରୀ ବିଚରେ ଖୋଲିବନି ମଦ ଦୋକାନ । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ । ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ଖୋଲିବନି ମଦ ଦୋକାନ । ଧର୍ମାନୁଷ୍ଠାନର ୫କିମି ଭିତରେ ଖୋଲିବନି ମଦ ଦୋକାନ
ପୁରୀ ବେଳାଭୂମିରେ ମିଳିବନି ମଦ: ଧର୍ମାନୁଷ୍ଠାନର ୫କିମି ଭିତରେ ଖୋଲିବନି ମଦ ଦୋକାନ
ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର । ବେଳାଭୂମିରେ ମଦ ପାଇଁ ଲାଇସେନ୍ସ ମିଳିବନି । ପୁରୀ ବିଚରେ ଖୋଲିବନି ମଦ ଦୋକାନ
/kanak/media/media_files/UKB9vqYNMu9ZRqodnipK.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)