ଦିଲ୍ଲୀରେ ମଦ ମାଫିଆଙ୍କ ଆତଙ୍କରାଜ । ଗାଡି ଚଢାଇ ପୋଲିସ କନେଷ୍ଟବଳଙ୍କୁ ହତ୍ୟା

Advertisment

ଦିଲ୍ଲୀ ନାଙ୍ଗଲୋଇ ଅଞ୍ଚଳର ପୁଲିସ କନଷ୍ଟେବଳ ସନ୍ଦୀପ । ସେ ନାଇଟ୍‌ ଡ୍ୟୁଟିରେ ଥିଲେ । ତାଙ୍କୁ ଆଜି ଭୋରୁ ୩ଟା ବେଳେ ଏକ ମଦ ସପ୍ଲାଏ କାର୍‌ ଆସୁଥିବା ନେଇ ଖବର ମିଳିଥିଲା। ଏହାପରେ ସେ ଚଢ଼ାଉ ପାଇଁ ଯାଇଥିଲେ। ଏତିକି ବେଳେ ମଦ ଯୋଗାଣକାରୀଙ୍କ କାରକୁ ଅଟକାଇବା ପାଇଁ ସେ ସଙ୍କେତ ଦେଇଥିଲେ। କିନ୍ତୁ କାରରେ ବସିଥିବା ବ୍ୟକ୍ତି ଜଣକ ଅଟକି ନଥିଲେ। କନଷ୍ଟେବଳଙ୍କୁ କାରରେ ଧକ୍କା ଦେଇ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ କନଷ୍ଟେବଳ ସନ୍ଦୀପଙ୍କ ମୃତ୍ୟୁ ହୋଇଛି ।

eggdfer

କନକ ବ୍ୟୁରୋ : ଦିଲ୍ଲୀରେ ମଦ ମାଫିଆଙ୍କ ଆତଙ୍କରାଜ। ପୁଲିସ କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କଲେ ମଦ ମାଫିଆ। ମଦ ଗାଡ଼ି ଅଟକାଇବାରୁ ଗାଡି ଚଢାଇ ଫେରାର ହୋଇଯାଇଛନ୍ତି । କାରକୁ ଜବତ କରି ତଦନ୍ତ କରୁଛି ଦିଲ୍ଲୀ ପୁଲିସ ।  ଚଢ଼ାଉ ପାଇଁ ଯାଇଥିବା କନଷ୍ଟେବଳଙ୍କ ଉପରେ କାର ଚଢାଇ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ନାଙ୍ଗଲୋଇ ଅଞ୍ଚଳର ପୁଲିସ କନଷ୍ଟେବଳ ସନ୍ଦୀପ । ସେ ନାଇଟ୍‌ ଡ୍ୟୁଟିରେ ଥିଲେ । ତାଙ୍କୁ ଆଜି ଭୋରୁ ୩ଟା ବେଳେ ଏକ ମଦ ସପ୍ଲାଏ କାର୍‌ ଆସୁଥିବା ନେଇ ଖବର ମିଳିଥିଲା। ଏହାପରେ ସେ ଚଢ଼ାଉ ପାଇଁ ଯାଇଥିଲେ। ଏତିକି ବେଳେ ମଦ ଯୋଗାଣକାରୀଙ୍କ କାରକୁ ଅଟକାଇବା ପାଇଁ ସେ ସଙ୍କେତ ଦେଇଥିଲେ। କିନ୍ତୁ କାରରେ ବସିଥିବା ବ୍ୟକ୍ତି ଜଣକ ଅଟକି ନଥିଲେ। କନଷ୍ଟେବଳଙ୍କୁ କାରରେ ଧକ୍କା ଦେଇ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ କନଷ୍ଟେବଳ ସନ୍ଦୀପଙ୍କ ମୃତ୍ୟୁ ହୋଇଛି । ସେପଟେ ପୁଲିସ ମଦ ସପ୍ଲାଏର୍‌ କାରକୁ ଜବତ କରିଛି । ତେବେ ଉକ୍ତ କାରରୁ କୌଣସି ମଦ ଉଦ୍ଧାର କରାଯାଇଛି। ସେପଟେ କନଷ୍ଟେବଳଙ୍କୁ ଧକ୍କା ଦେବା ପରେ ଘଟଣାସ୍ଥଳରୁ କାର୍‌ ଛାଡ଼ି ଡ୍ରାଇଭର ଫେରାର୍  ହୋଇଯାଇଛି । ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe