କନକ ବ୍ୟୁରୋ : ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ଟ୍ରଷ୍ଟ ବୋର୍ଡ ବୈଠକରେ ହେଲା ସେବାୟତ ବିବାଦର ସମାଧାନ । ସବୁ ନିଯୋଗ ସହ ଆଜି ଏହି ବୈଠକ ବସିଥିଲା ।

Advertisment

ସେପଟେ ନୀତି ବିଭ୍ରାଟ ଘଟଣାର ତଦନ୍ତ ହେବ । ୨୪ଘଣ୍ଟା ଭିତରେ ତଦନ୍ତ ରିପୋର୍ଟ ଦେବେ ଏଡିଏମ୍ । ନୀତି ବିଭ୍ରାଟରେ ଯିଏ ଦାୟୀ ଥିବେ ତାଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ପଡ଼ିଲେ ସେବା ପାଇଁ ଭୋଗ କରୁଥିବା ଜମିକୁ ଉଛେଦ କରାଯିବ ।