ବନ୍ଦ ହେବନି ପ୍ରଭୁ ଲିଙ୍ଗରାଜଙ୍କ ସେବା ପୂଜା ନୀତି, ଚଳିତବର୍ଷ ପବିତ୍ରାରୋପଣ ନୀତିକୁ ବାଦ ଦେଇ ସ୍ୱାଭାବିକ ହେବ ଅନ୍ୟ ସମସ୍ତ ନୀତି

ହେଲେ ଚଳିତବର୍ଷ ପବିତ୍ରାରୋପଣ ନୀତିକୁ ବାଦ୍ ଦେଇ ଅନ୍ୟ ସମସ୍ତ ନୀତି ସ୍ବାଭାବିକ ଭାବେ ହେବ। ଦେବୋତ୍ତର ଆୟୁକ୍ତଙ୍କ ନିକଟରେ ମାମଲା ବିଚାରଧୀନ ଥିବାରୁ ପବିତ୍ରାରୋପଣ ନୀତିକୁ ବାଦ୍ ଦେଇ ସମସ୍ତ ନୀତି ହେବ ।

1

କନକ ବ୍ୟୁରୋ :   ବନ୍ଦ ହେବନି ପ୍ରଭୁ ଲିଙ୍ଗରାଜଙ୍କ ସେବା ପୂଜା ନୀତି । ୨୦୨୦ରୁ ବନ୍ଦ ହୋଇଥିବା ପବିତ୍ରାରୋପଣ ନୀତି ପାଇଁ ପ୍ରତିବର୍ଷ ଖାଡା ଉପାସ ରହୁଥିଲେ ପ୍ରଭୁ ଲିଙ୍ଗରାଜ । ହେଲେ ଚଳିତବର୍ଷ ପବିତ୍ରାରୋପଣ ନୀତିକୁ ବାଦ୍ ଦେଇ ଅନ୍ୟ ସମସ୍ତ ନୀତି ସ୍ବାଭାବିକ ଭାବେ ହେବ। ଦେବୋତ୍ତର ଆୟୁକ୍ତଙ୍କ ନିକଟରେ ମାମଲା ବିଚାରଧୀନ ଥିବାରୁ ପବିତ୍ରାରୋପଣ ନୀତିକୁ ବାଦ୍ ଦେଇ ସମସ୍ତ ନୀତି ହେବ । ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ପାଇଁ ପବିତ୍ରାରୋପଣ ନୀତି ବନ୍ଦ ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe