ବଜ୍ରପାତ ନେଲା ଦୁଇ ଜୀବନ; ବିଲରେ କାମ କରିବା ସମୟରେ ଗାଁର ଦୁଇ ଜଣଙ୍କ ମୃତ୍ୟୁ

Advertisment

ବରଗଡ଼ ପଦ୍ମପୁର ଉପଖଣ୍ଡ ଲଖମରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ବରଗଡ଼ ପଦ୍ମପୁର ଉପଖଣ୍ଡ ଲଖମରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

Lighning Death

Photograph: (KANAK NEWS)

କନକ ବ୍ୟୁରୋ : ବଜ୍ରପାତ ନେଲା ଦୁଇ ଜୀବନ । ବରଗଡ଼ ପଦ୍ମପୁର ଉପଖଣ୍ଡ ଲଖମରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅକ୍ଷୟ ତୃତୀୟାରେ ଚାଷୀ ବିଲରେ ଅଖିମୁଠି ଅନୁକୂଳ କରିବା ସହ ଚାଷକାମ ଆରମ୍ଭ କରିଥାନ୍ତି । ଲଖମରା ଗାଁର ମମତା ମେହେର ଓ ଆଶିଷ ମେହେର ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଦୁଇଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe