କନକ ବ୍ୟୁରୋ: କଟକ ଖାନନଗରରେ ଭୁଶୁଡ଼ିଲା ଲାଇଟ ଗେଟ୍ । ଲାଇଟ୍ ଗେଟ୍ ତଳେ ଚାପି ହୋଇଗଲା କାର୍ । କଟକ ଖାନ୍ ନଗରରେ ନେତାଜୀ ବସ୍ ଟର୍ମିନାଲ ନିକଟରେ ଏହି ଘଟଣା ଘଟିଛି । ଦଶହରା ପାଇଁ ସୁଉଚ୍ଚ ତୋରଣ କରାଯାଇଥିବା ବେଳେ ଆଜି ଏହା ଭୁଶୁଡ଼ି ପଡିଛି । ଏହି ବିଶାଳ ବାଉଁଶ ଗେଟ୍ ତଳେ ଗୋଟିଏ କାର ଓ କିଛି ବାଇକ୍ ଚାପି ହୋଇଯାଇଥିବା ଜଣା ପଡିଛି । ତେବେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
କଟକରେ ଭୁଶୁଡ଼ିଲା ଲାଇଟ ଗେଟ୍ । ଚାପି ହୋଇଗଲା କାର ଓ ବାଇକ୍ ।
କଟକ ଖାନନଗରରେ ଭୁଶୁଡ଼ିଲା ଲାଇଟ ଗେଟ୍ । ଚାପି ହୋଇଗଲା ଗୋଟିଏ କାର ଓ କିଛି ବାଇକ୍ । ନେତାଜୀ ବସ୍ ଟର୍ମିନାଲ ନିକଟରେ ଭାଙ୍ଗିଗଲା ସୁଉଚ୍ଚ ତୋରଣ । ଦଶହରା ପାଇଁ ସୁଉଚ୍ଚ ତୋରଣ କରାଯାଇଥିବା ବେଳେ ଆଜି ଏହା ଭୁଶୁଡ଼ି ପଡିଛି ।
/kanak/media/media_files/2024/10/18/DfLHfWNPXOipqqye5ISa.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)