ବିହାର ଶିବାନରେ ମଦ ନେଉଛି ଜୀବନ:ବିଷାକ୍ତ ମଦ ପିଇ ୨୭ଜଣଙ୍କ ମୃତ୍ୟୁ

Advertisment

ବିଷାକ୍ତ ମଦ ନେଉଛି ଜୀବନ। ବିହାରରେ ବିଷାକ୍ତ ମଦ ପିଇ ୨୭ ଲୋକଙ୍କ ମୃତ୍ୟୁ । ବିହାର ଶିବାନା ଜିଲ୍ଲାର ଛପରା ନିକଟରେ ବିଷାକ୍ତ ମଦ ପିଇ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

ବିଷାକ୍ତ ମଦ ନେଉଛି ଜୀବନ। ବିହାରରେ ବିଷାକ୍ତ ମଦ ପିଇ ୨୭ ଲୋକଙ୍କ ମୃତ୍ୟୁ । ବିହାର ଶିବାନା ଜିଲ୍ଲାର ଛପରା ନିକଟରେ ବିଷାକ୍ତ ମଦ ପିଇ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

wine

କନକବ୍ୟୁରୋ: ବିଷାକ୍ତ ମଦ ନେଉଛି ଜୀବନ ।  ବିହାରରେ ବିଷାକ୍ତ ମଦ ପିଇ ୨୭ ଲୋକଙ୍କ ମୃତ୍ୟୁ  । ବିହାର ଶିବାନା ଜିଲ୍ଲାର ଛପରା ନିକଟରେ ବିଷାକ୍ତ ମଦ ପିଇ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି  । ୨୪ ରୁ ଅଧିକ ଲୋକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି  । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି  । ସେହିପରି ବିଷାକ୍ତ ମଦ ପାଇଁ ଅନେକ ଲୋକ ଦୃଷ୍ଟି ଶକ୍ତି ହରାଇଥିବା ମଧ୍ୟ ଅଭିଯୋଗ ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe