ଢେଙ୍କାନାଳ ଷଡଙ୍ଗୀରେ ଅଭାବନୀୟ ଘଟଣା ।  ଚିକେନ୍ ତରକାରୀକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ବଚସା

Advertisment

ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଷଢ଼ଙ୍ଗୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ଚିକେନ ତରକାରୀକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଯୋଗୁ ସ୍ୱାମୀର ଶକ୍ତ ଚାପୁଡ଼ାରେ ସ୍ତ୍ରୀ ପ୍ରାଣ ହରାଇଛି ।

ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଷଢ଼ଙ୍ଗୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ଚିକେନ ତରକାରୀକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଯୋଗୁ ସ୍ୱାମୀର ଶକ୍ତ ଚାପୁଡ଼ାରେ ସ୍ତ୍ରୀ ପ୍ରାଣ ହରାଇଛି ।

crime w

Photograph: (kanaknews)

କନକ ବ୍ୟୁରୋ : ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଷଢ଼ଙ୍ଗୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ଚିକେନ ତରକାରୀକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଯୋଗୁ ସ୍ୱାମୀର ଶକ୍ତ ଚାପୁଡ଼ାରେ ସ୍ତ୍ରୀ ପ୍ରାଣ ହରାଇଛି । ଜେନା ପିଙ୍ଗୁଆର ଶକ୍ତ ଚାପୁଡ଼ା ରେ କୁନି ପିଙ୍ଗୁଆ ର ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି । ରାତିରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଚିକେନ ତରକାରୀକୁ  ବିବାଦ ହେବାରୁ ଜେନା ନିଜ ସ୍ତ୍ରୀ ଙ୍କ କାନ ମୁଳି କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ ଘଟଣା ସ୍ଥଳ ରେ କୁନିଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଗଁନ୍ଦିଆ ଥାନା ପୋଲିସ  ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରିଛି । ଅଭିଯୁକ୍ତ ସ୍ଵାମୀ ଜେନା ପିଙ୍ଗୁଆ କୁ ଗିରଫ କରିଛନ୍ତି ତଦନ୍ତ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe