୭୨ରୁ ଅଧିକ ଘଣ୍ଟା ହେବ ଟନେଲରେ ଫସିଛନ୍ତି ୮ଶ୍ରମିକ । ଉଦ୍ଧାରକାମରେ ଉତ୍ତରାଖଣ୍ଡ ସିଲକ୍ୟାର ସ୍ବତନ୍ତ୍ର ଟିମ

Advertisment

୪ଦିନ ହେବ ଟନେଲରେ ଫସିଛି ଶ୍ରମିକଙ୍କ ଜୀବନ । ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ୮ଜଣ ଶ୍ରମିକ । ଏମାନଙ୍କ ସହ ଯୋଗଯୋଗ କରାଯାଇପାରୁନି ତେଣୁ ଏମାନଙ୍କ ବଞ୍ଚିଥିବା ନେଇ ସମ୍ଭାବନା କମ ଥିବା ଆଶଙ୍କା କରାଯାଉଛି ।

୪ଦିନ ହେବ ଟନେଲରେ ଫସିଛି ଶ୍ରମିକଙ୍କ ଜୀବନ । ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ୮ଜଣ ଶ୍ରମିକ । ଏମାନଙ୍କ ସହ ଯୋଗଯୋଗ କରାଯାଇପାରୁନି ତେଣୁ ଏମାନଙ୍କ ବଞ୍ଚିଥିବା ନେଇ ସମ୍ଭାବନା କମ ଥିବା ଆଶଙ୍କା କରାଯାଉଛି ।

72hr

Photograph: (kanaknews)

କନକ ବ୍ୟୁରୋ : ୪ଦିନ ହେବ ଟନେଲରେ ଫସିଛି ଶ୍ରମିକଙ୍କ ଜୀବନ । ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ୮ଜଣ ଶ୍ରମିକ । ଏମାନଙ୍କ ସହ ଯୋଗଯୋଗ କରାଯାଇପାରୁନି ତେଣୁ ଏମାନଙ୍କ ବଞ୍ଚିଥିବା ନେଇ ସମ୍ଭାବନା କମ ଥିବା ଆଶଙ୍କା କରାଯାଉଛି । ସେପଟେ ଏମାନଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ, ଏନଡିଆରଏଫ ଓ  ସେନାକୁ ମୁତୟନ କରାଯାଇଛି । ସେପଟେ ଉତ୍ତରାଖଣ୍ଡ ସିଲକ୍ୟାରା ଟନେଲ ଟ୍ରାଜେଡିରେ ହିରୋ ସାଜିଥିବା ସ୍ବତନ୍ତ୍ର ରେସ୍କ୍ୟ ଟିମ ତେଲେଙ୍ଗାନାରେ ପହଁଚି ଶ୍ରମିକଙ୍କ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି । ଶନିବାର ନାଗରକୁରୁନୁଲରେ ଚାଲିଥିବା ଏକ ପ୍ରୋଜେକ୍ଟାର ନିୟୋଜିତ କିଛିଶ୍ରମିକ ହଠାଥ ଟନେଲରେ ଫସିଥବା ନେଇ ଖବର ଆସିଥିଲା । ପରେ ୮ଜଣ ଶ୍ରମିକ ଭଙ୍ଗା ଚଟାଣ ତଳେ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ।

ଟନେଲରେ ଫସିଛନ୍ତି ଶ୍ରମିକ
-୪ଦିନ ହେବ ଟନେଲରେ ଫସିଛନ୍ତି ୮ଜଣ ଶ୍ରମିକ
-ଏମାନଙ୍କ ସହ ଯୋଗାଯୋଗ ହୋଇପାରୁନି
-ଉତ୍ତରାଖଣ୍ଡ ସିଲକ୍ୟାରର ଉଦ୍ଧାରକାରୀ ଟିମ ନାଗରକୁରୁନୁଲରେ ପହଁଚିଛନ୍ତି
-ତେଲେଙ୍ଗନାର ସରକାର ଜିଏସଆଇ ଓ ଏନଜିଆରଆଇ ବିଶେଜ୍ଞେଙ୍କ ସାହାଯ୍ୟ ନେଉଛନ୍ତି
-ଶ୍ରମିକ ଫସିଥିବା ସ୍ଥାନରେ ପଙ୍କ ଓ ପାଣି ଭରି ରହିଛି
-ତେଣୁ ଉଦ୍ଧାରକାମ ବାଧାପ୍ରାପ୍ତ ହେଉଛି
-ସିମେଣ୍ଟର ଚଟାଣ, ଲୁହା ଖଣ୍ଡ ମଧ୍ୟ  ଉଦ୍ଧାରରେ ବାଧା କରୁଛି
-ମୋଟ ୫୮୬ଜଣ ଉଦ୍ଧାରକାରୀ ସଦସ୍ୟଙ୍କୁ ନେଇ ଟିମ ଟନେଲରେ ଉଦ୍ଧାର କାମ କରୁଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe