କନକବ୍ୟୁରୋ : LIC ବା ଜୀବନ ବୀମା ନିଗମ ହେଉଛି ଭାରତର ସବୁଠାରୁ ବଡ଼ ବୀମା କମ୍ପାନୀ । LIC ଅନେକ ବୀମା ଯୋଜନା ପ୍ରଦାନ କରେ ଯାହା ବ୍ୟକ୍ତିବିଶେଷଙ୍କ ଆବଶ୍ୟକତାକୁ ପୂରଣ କରେ । ଏହି ପଲିସିରେ ଆପଣ ବିଭିନ୍ନ ପ୍ରକାର ପଲିସିର ଫାଇଦା ଜାଣିପାରିବେ ଏଥିସହ ଆପଣ ଏହି ପଲିସିର ଫାଇଦା ମଧ୍ୟ ଉଠାଇପାରିବେ  । LIC ଏମିତି ଏକ ଜୀବନ ବୀମା ନିଗମ ଯାହା ଆପଣଙ୍କୁ ଲାଭବାନ ମଧ୍ୟ କରାଏ  ।

Advertisment

LIC ଟର୍ମ ବୀମା, ଏଣ୍ଡୋମେଣ୍ଟ ଯୋଜନା, ମନି-ବ୍ୟାକ୍ ପଲିସି, ଜୀବନ ଯୋଜନା ଏବଂ ଅଧିକ  ବୀମା ନିଗମ LIC  ପ୍ରଦାନ କରେ  ।  ଏହା ବ୍ୟତୀତ ଏହା ପରିବାର, ଅବସର ଏବଂ ଗୋଷ୍ଠୀ ବୀମା ଯୋଜନା ଭଳି ସ୍ୱତନ୍ତ୍ର ଯୋଜନା ମଧ୍ୟ ପ୍ରଦାନ କରୁଛି  ।  କିନ୍ତୁ ଆଜି ଆପଣଙ୍କୁ LICର ବୀମା ସଖୀ ଯୋଜନା ପଲିସି ବିଷୟରେ କହିବାକୁ ଯାଉଛୁ  ।   ଯାହାକୁ ଲଞ୍ଚ କରିଦେଇଛି ବୀମା କମ୍ପାନୀ ।  ଏହି ଯୋଜନାର ଲାଭ ମହିଳା ମାନେ ଉଠାଇପାରିବେ  , 

ଏଥିସହ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ବୀମା ନିଗମ ଏହି ପଲିସିକୁ ଲଞ୍ଚ କରିଛନ୍ତି  ।  ଏହି ପଲିସିର ଲାଭ ୧୮ ରୁ ୫୦ ବର୍ଷର ମହିଳାମାନେ ଲାଭ ଉଠାଇପାରିବେ ।  ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଏକ ବର୍ଷ ମଧ୍ୟରେ ପ୍ରାୟ ଏକ ଲକ୍ଷ୍ୟ ମହିଳା ଏହି ଯୋଜନାରେ ଯୋଡି ହେବେ ।  ଯାହାଫଳରେ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ଏହି ଯୋଜନାରେ ପ୍ରତ୍ୟେକ ମହିଳାମାନେ ସାମିଲ ହୋଇପାରିବେ । ଏହି ଯୋଜନାରେ ଆପଣ ପୁରା ପ୍ରକ୍ରିୟା ଅନୁସାରେ ଅନଲାଇନ ମାଧ୍ୟମରେ ଜାଣିପାରିବେ ସେହି ଅନୁଯାୟୀ ଆପଣ ଆବେଦନ କରିବେ 

ଗତ ବର୍ଷ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ସେହି ଯୋଜନାର ନାମ ରଖିଥିଲେ ସଖୀ  । ଏହି ପଲିସିକୁ  ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଠାରେ ଆପଣଙ୍କୁ ପଲିସିର ସବିଶେଷ ସୂଚନା  ମିଳିଯିବ…
ଏହି ଯୋଜନା ଆପଣମାନେ ଅନଲାଇନରେ ଆବେଦନ କରିସାରିବା ପରେ ପ୍ରଥମେ ଏହି ଯୋଜନାରେ ମହିଳା ମାନଙ୍କୁ ପ୍ରଥମେ ସାତ ହଜାର ଟଙ୍କା ମିଳିବ  । ପ୍ରଥମ ବର୍ଷ ଏହି ଯୋଜନାରେ ସାତ ହଜାର ଟଙ୍କା ମିଳିବା ପରେ ସେକେଣ୍ତ ବର୍ଷ ଏହି ଯୋଜନା ରେ ମହିଳାମାନଙ୍କୁ ଆର୍ଥିକ ସହଯୋଗ ପାଇଁ 6 ହଜାର ଟଙ୍କା ହ୍ରାସ କରାଯିବ ।  ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବା ଏଥିସହ ମହିଳାମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସରକାର ତାଲିମ ଦେବେ ଯାହାଦ୍ବାରା ମହିଳାମାନେ ନିଜକୁ ସ୍ବାବଲମ୍ବୀ କରିପାରିବେ ।

ଗତ ବର୍ଷ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ସେହି ଯୋଜନାର ନାମ ରଖିଥିଲେ ସଖୀ  । ଏହି ପଲିସିକୁ  ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଠାରେ ଆପଣଙ୍କୁ ପଲିସିର ସବିଶେଷ ସୂଚନା  ମିଳିଯିବ…

କିଏ ଆବେଦନ କରିପାରିବ? 

୧୮ ରୁ ୫୦ ବର୍ଷ ବୟସର ମହିଳାମାନେ ଏହି ଯୋଜନା  ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି | ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଦଶମ ଶ୍ରେଣୀ ଯୋଗ୍ୟତା ଏହି ଯୋଗ୍ୟତା ପରଠାରୁ ସମସ୍ତ ମହିଳାମାନଙ୍କୁ ପ୍ରାଥମିକତା ଦିଆଯିବ | ଏହି ଯୋଜନାରେ,  ଏଜେଣ୍ଟ ଏବଂ କର୍ମଚାରୀମାନଙ୍କୁ ଅଣ-ବ୍ୟବହାର ଭାବରେ ବିବେଚନା କରାଯିବ | ଏଥିସହ ବିଭିନ୍ନ ଯୋଜନା ମାଧ୍ୟମରେ ଜୀବନ ବୀମା ନିଗମ ସମସ୍ତଙ୍କୁ ବିଭିନ୍ନ ସ୍କିମ ଆଣିଥାଏ ସେହି ଯୋଜନା ସମସ୍ତଙ୍କ ପାଇଁ ଲାଭପ୍ରଦାନ ହୋଇଥାଏ , ବର୍ତ୍ତମାନ ବ୍ୟାଙ୍କ ଗୁଡିକ ନିଜର ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଛି ବିଭିନ୍ନ ପ୍ରକାର ସହାୟତା । କିନ୍ତୁ LIC ଜୀବନ ବୀମା ନିଗମ ଆପଣଙ୍କୁ ସହଜ ସରଳ ଉପାୟରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛି