ଲିଜେଣ୍ଡସ୍‌ ଲିଗ ମ୍ୟାଚରେ ବାଧକ ହେଲା ବର୍ଷା । ଟସ ଜିତି ଆରମ୍ଭ ହୋଇଥିଲା ଦୁଇ ଦଳ ମଧ୍ୟରେ ଟକ୍କର

Advertisment

ବର୍ଷା ଧୋଇନେଲା ଲିଜେଣ୍ଡସ୍‌ ଲିଗ ମ୍ୟାଚ। ଗତକାଲି ସୁରଟରେ କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଓ ମଣିପାଲ ଟାଇର୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି ।

ବର୍ଷା ଧୋଇନେଲା ଲିଜେଣ୍ଡସ୍‌ ଲିଗ ମ୍ୟାଚ। ଗତକାଲି ସୁରଟରେ କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଓ ମଣିପାଲ ଟାଇର୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି ।

200

କନକବ୍ୟୁରୋ: ବର୍ଷା ଧୋଇନେଲା ଲିଜେଣ୍ଡସ୍‌ ଲିଗ ମ୍ୟାଚ। ଗତକାଲି ସୁରଟରେ କୋଣାର୍କ ସୂର୍ଯ୍ୟାସ୍   ଓଡ଼ିଶା ଓ ମଣିପାଲ ଟାଇର୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି । ଅଧିକ ବର୍ଷା ହେବାରୁ ଟସ ମଧ୍ୟ ପଡିପାରିନଥିଲା ।

ଉଦଘାଟନୀ ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ୨ ରନରେ ହରଭଜନ ସିଂହଙ୍କ ମଣିପାଲ ଟାଇଗର୍ସକୁ ହରାଇ ବିଜୟୀ ହୋଇଥିଲା ଇର୍ଫାନ ପଠାନଙ୍କ ନେତୃତ୍ବାଧିନ କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା । ପଏଣ୍ଟ ଟେବୁଲରେ ସାଉଥ ସୁପର ଷ୍ଟାର ଏକ ନମ୍ବରରେ ଥିବା ବେଳେ କୋଣାର୍କ ସୂର୍ଯ୍ୟାସ୍ ଦୁଇ ନମ୍ବରରେ ଅଛି। ତେବେ ଆଜି ତୋୟମ ହାଇଦ୍ରାବାଦ ଏବଂ ଗୁଜରାଟ ଟ୍ରେଟ ମଧ୍ୟରେ ମ୍ୟାଚ ଖେଳାଯିବାର ଅଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe