ପେଜର ପରେ ୱାକିଟକି ବିସ୍ଫୋରଣରେ ଥରୁଛି ଲେବନାନ । ହିଜବୁଲ୍ଲା କିଛି ବୁଝିବା ଆଗରୁ ଆକ୍ରମଣ କରୁଛି ଇସ୍ରାଏଲ

Advertisment

ଚୁପ ବସିନି ଆତଙ୍କୀ ସଂଙ୍ଗଠନ ହିଜବୁଲ୍ଲା । ଇଜ୍ରାଏଲର ଏୟାର ଷ୍ଟ୍ରାଇକ ଓ ପେଜର ଆଟାକ ପରେ ହିଜବୁଲ୍ଲା ଲେବାନନରୁ ଇଜ୍ରାଏଲ ଉପରେ ରକେଟ ମାଡ କରିଛି । ଇଜ୍ରାଏଲର ମାରଗ୍ୟାରିଏଟ ସହରରେ ଏହି ଆକ୍ରମଣ କରାଯାଇଛି ଯେଉଥିରେ ୧୦ରୁ ଉର୍ଦ୍ଦ ଲୋକ ଆହାତ ହୋଇଛନ୍ତି । ସେପଟେ  ଲେବାନନରେ ହୋଇଥିବା ଅକ୍ରମଣର ବ୍ଲୁ-ପ୍ରିଂଟ ପେଂଟାଗନରୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ଆଣିଛି ହିଜବୁଲ୍ଳା ।

ag;

କନକ ବ୍ୟୁରୋ : ପେଜର ବ୍ଲାଷ୍ଟରେ ଥରୁଛି ଲେବାନନ । ହିଜବୁଲ୍ଲା  କିଛି ବୁଝିବା ପୂର୍ବରୁ ଗେମ ଖେଳି ଚାଲିଛି ଇସ୍ରାଏଲ । ପେଜର ବ୍ଲାଷ୍ଟରେ ମୃତାହତଙ୍କ ଶବ ଚିହ୍ନଟ କରାଯାଉଥିବା ବେଳେ ଆଉ ଏକ ବଡ ବିସ୍ପୋରଣ ହୋଇଛି । ଏଥର ପେଜର ନୁହେଁ ଏଥର ୱାକି-ଟକିରେ ବିସ୍ପୋରଣ କରାଯାଇଛି । ଲେବାନନରେ ମୋବାଇଲ ଓ ୱାକି-ଟକି ବିସ୍ପୋରଣରେ  ୩୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୭୦୦ରୁ ଉର୍ଦ୍ଦ  ଆହାତ ହୋଇଛନ୍ତି ।

ଚୁପ ବସିନି ଆତଙ୍କୀ ସଂଙ୍ଗଠନ ହିଜବୁଲ୍ଲା । ଇଜ୍ରାଏଲର ଏୟାର ଷ୍ଟ୍ରାଇକ ଓ ପେଜର ଆଟାକ ପରେ ହିଜବୁଲ୍ଲା ଲେବାନନରୁ ଇଜ୍ରାଏଲ ଉପରେ ରକେଟ ମାଡ କରିଛି । ଇଜ୍ରାଏଲର ମାରଗ୍ୟାରିଏଟ ସହରରେ ଏହି ଆକ୍ରମଣ କରାଯାଇଛି ଯେଉଥିରେ ୧୦ରୁ ଉର୍ଦ୍ଦ ଲୋକ ଆହାତ ହୋଇଛନ୍ତି । ସେପଟେ  ଲେବାନନରେ ହୋଇଥିବା ଅକ୍ରମଣର ବ୍ଲୁ-ପ୍ରିଂଟ ପେଂଟାଗନରୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ଆଣିଛି ହିଜବୁଲ୍ଳା ।

 ଆକ୍ରମଣ ପରେ ଲେବାନନର କିଛି ସହରରେ ଇଲେକଟ୍ରୋନିକ୍ସ ଉପକରଣକୁ ସମ୍ପୂର୍ଣ ଭାବେ ବନ୍ଦ କରାଯାଇଛି । ୨୪ଘଂଟା ମଧ୍ୟରେ ୫୦୦ ବ୍ଲାଷ୍ଟ ହୋଇଛି ଲେବାନନରେ । ଲାଗୁଛି ଏ ଆକ୍ରମଣ ଏତିକିରେ ସିମୀତ ରହିବନି ।  ଇଜ୍ରାଏଲ ଲେବାନନ ବର୍ଡର ପାଖରେ ତାର ସୈନ୍ୟ ସଂଖ୍ୟା ବଢାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe