ଯାତ୍ରାରେ ଅଶ୍ଳୀଳ ନାଚ ରୋକିବା ପାଇଁ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ଅଶ୍ଳୀଳ ନୃତ୍ୟ, ଓଡ଼ିଆ ସଂସ୍କୃତି ବିରୋଧୀ, ଯାତ୍ରା ମାଲିକ ମାନେ ଏଦିଗରେ ଚିନ୍ତା କରି ନିଷ୍ପତି ନେବାକୁ ପରାମର୍ଶ

Advertisment

ଯାତ୍ରାରେ ଅଶ୍ଲୀଳ ନାଚ ରୋକିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ ବୋଲି ସେ କହିଛନ୍ତି । ଯାତ୍ରାରେ ଯେମିତି ଅଶ୍ଳିଳତା ରହିବ ନାହିଁ ସେଥିପ୍ରତି ଯାତ୍ରା ମାଲିକ ମାନେ ନିଷ୍ପତି ନେବା ଆବଶ୍ୟକ ।

wdqdqd

କନକ ବ୍ୟୁରୋ: ଯାତ୍ରାରେ ଅଶ୍ଲୀଳ ନାଚ ରୋକିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ ବୋଲି ସେ କହିଛନ୍ତି । ଯାତ୍ରାରେ ଯେମିତି ଅଶ୍ଳିଳତା ରହିବ ନାହିଁ ସେଥିପ୍ରତି ଯାତ୍ରା ମାଲିକ ମାନେ ନିଷ୍ପତି ନେବା ଆବଶ୍ୟକ । ଯାତ୍ରା ମାଲିକ ମାନେ ଏଦିଗରେ ଚିନ୍ତା କରି ଖୁବ୍ ଶୀଘ୍ର ନିଷ୍ପତି ନେବାକୁ କହିଛନ୍ତି ଆଇନମନ୍ତ୍ରୀ । ସରକାର ବି ଏନେଇ ତର୍ଜମା କରୁଛନ୍ତି । ସେହିପରି ବାର ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧି । ବାରରେ କେବଳ ଅକ୍ରେଷ୍ଟା ହେବ ଗୀତ ସଙ୍ଗୀତ ପରିବେଷଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe