ରଥଯାତ୍ରା ଦଳାଚକଟା ରିପୋର୍ଟ ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ, ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ

Advertisment

'ପୂର୍ବ ସରକାରରେ ୨୩ ଟି ରିପୋର୍ଟ ଚାପିଥିଲେ । ଆମେ ସେହି ଲାଇନ୍ ରେ ଯିବୁନାହିଁ'

'ପୂର୍ବ ସରକାରରେ ୨୩ ଟି ରିପୋର୍ଟ ଚାପିଥିଲେ । ଆମେ ସେହି ଲାଇନ୍ ରେ ଯିବୁନାହିଁ'

‘ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ ‘

‘ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ ‘ Photograph: (KanakNews)

କନକ ବ୍ୟୁରୋ:  ରଥଯାତ୍ରା ଦଳାଚକଟା ରିପୋର୍ଟ ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ । ଖୁବ୍ ଶୀଘ୍ର ଏହି ରିପୋର୍ଟ ପ୍ରକାଶ କରାଯିବ । ଉନ୍ନୟନ କମିଶନର ଅନୁଗର୍ଗ ଏନେଇ ରିପୋର୍ଟ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ  ଖୁବଶିଘ୍ର ପଦକ୍ଷେପ ନେବେ। ସେହି ଅନୁସାରେ କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବ ସରକାରରେ ୨୩ ଟି ରିପୋର୍ଟ ଚାପିଥିଲେ। ଆମେ ସେହି ଲାଇନ୍ ରେ ଯିବୁନାହିଁ । 

ସୂଚନାମୁତାକ, ରଥଯାତ୍ରା ସମୟରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜଗନ୍ନାଥ ପ୍ରେମୀ କ୍ଷୁବ୍ଧ ହୋଇଥିଲେ। ସରକାରଙ୍କ ଅପାରଗତାକୁ ଦାୟୀ କରିଥିଲେ ବିରୋଧୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe