ଆଇନମନ୍ତ୍ରୀଙ୍କ ସୂଚନା ୨୦ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା

Advertisment

୨୦ ତାରିଖରୁ ଶ୍ରୀ ମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା   ।  ଏ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ,  ଭିନ୍ନକ୍ଷମ ଓ ଅତି ବୟସ୍କ ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବେ ସରକାର

୨୦ ତାରିଖରୁ ଶ୍ରୀ ମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା   ।  ଏ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ,  ଭିନ୍ନକ୍ଷମ ଓ ଅତି ବୟସ୍କ ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବେ ସରକାର

updesh

updesh Photograph: (updesh )

କନକବ୍ୟୁରୋ :  ୨୦ ତାରିଖରୁ ଶ୍ରୀ ମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା   ।  ଏ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ,  ଭିନ୍ନକ୍ଷମ ଓ ଅତି ବୟସ୍କ ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବେ ସରକାର ।   ନୂଆ ବର୍ଷ ବେଳେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ସରକାର  ।

ମାର୍କେଟ ଛକ ପର୍ଯ୍ୟନ୍ତ  ଧାଡ଼ି ବ୍ୟବସ୍ଥା କରାଯାଇଛି  ।  ଧାଡ଼ିରେ ଛିଡା ହେଲା ବେଳେ ଭକ୍ତ ମାନଙ୍କୁ ପାଣି ଯୋଗାଇ ଦିଆଯାଉଛି  ।   ଏହାସହ କୁଳର କିମ୍ବା ଫ୍ୟାନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ସଚେତନ ଅଛନ୍ତି  ।  ଭିଡ଼ ଅଧିକ ରହୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଏବେ କରାଯିବ ନାହିଁ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe