ପାର୍ବଣକୁ ନେଇ ପୁଲିସର ବଡ଼ ପ୍ରସ୍ତୁତି: ଆଇନଶୃଙ୍ଖଳା ଏଡିଜିଙ୍କ ସୂଚନା, ସ୍ଥିତି ନିୟନ୍ତ୍ରଣ ପୁଲିସ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ

ଚାନ୍ଦା ଆଉ ସାଉଣ୍ଡକୁ ନେଇ କଟକଣା ରହିଛି । ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ନିଶା ମାଫିଆ ଏବଂ ଚୋରା ନିଶା କାରବାର ଉପରେ କେମିତି ଲାଗିବ ଲଗାମ ସେନେଇ ପ୍ରସ୍ତୁତି କରାଯାଇଛି ।

43

Photograph: (KANAK NEWS)

କନକ ବ୍ୟୁରୋ: ଆଗକୁ ପାର୍ବଣ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପୁଲିସ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । ଚାନ୍ଦା ଆଉ ସାଉଣ୍ଡକୁ ନେଇ କଟକଣା ରହିଛି । ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ନିଶା ମାଫିଆ ଏବଂ ଚୋରା ନିଶା କାରବାର ଉପରେ କେମିତି ଲାଗିବ ଲଗାମ ସେନେଇ ପ୍ରସ୍ତୁତି କରାଯାଇଛି । ମାଓ ହିଂସାଠାରୁ ଆରମ୍ଭ କରି ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ ରୋକିବା ବଡ଼ ଚାଲେଞ୍ଜ ହେବ ବୋଲି କହିଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe