କନକ ବ୍ୟୁରୋ: ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଅଘଟଣ । ସାତ ପାହାଚ ନିକଟରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ଶ୍ରଦ୍ଧାଳୁଙ୍କ ପରିବାରର ଛୋଟ ପିଲା ଆହତ ହୋଇଥିବା କୁହାଯାଉଛି । ତେବେ କେଉଁ କାରଣ ପାଇଁ ଗଣ୍ଡଗୋଳ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଉଭୟ ଶ୍ରଦ୍ଧାଳୁଙ୍କ ପରିବାର ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି ।
ଶ୍ରୀମନ୍ଦିରରେ ବିଳମ୍ବିତ ରାତିରେ ଅଘଟଣ: ସାତ ପାହାଚ ନିକଟରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ
ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଅଘଟଣ । ସାତ ପାହାଚ ନିକଟରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ଶ୍ରଦ୍ଧାଳୁଙ୍କ ପରିବାରର ଛୋଟ ପିଲା ଆହତ ହୋଇଥିବା କୁହାଯାଉଛି ।
/kanak/media/media_files/2025/05/18/DK5rVdJU7VMTzEGkBgCX.jpg)