ରାତି ଅଧରେ ମଦ୍ୟପାନ କରି ଖଣ୍ଡଗିରି ଥାନାରେ ମହିଳାଙ୍କ ଉତ୍ପାତ; ମହିଳାଙ୍କ ନାଁରେ ମାମଲା ରୁଜୁ

Advertisment

ରାତି ଅଧରେ ମଦ୍ୟପାନ କରି ଖଣ୍ଡଗିରି ଥାନାରେ ଉତ୍ପାତ କରିବା ପ୍ରସଙ୍ଗରେ ମହିଳାଙ୍କ ବିରୋଧରେ ମାମଲା । ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ କରିଛି ପୋଲିସ ।

ରାତି ଅଧରେ ମଦ୍ୟପାନ କରି ଖଣ୍ଡଗିରି ଥାନାରେ ଉତ୍ପାତ କରିବା ପ୍ରସଙ୍ଗରେ ମହିଳାଙ୍କ ବିରୋଧରେ ମାମଲା । ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ କରିଛି ପୋଲିସ ।

drunked woman

କନକ ବ୍ୟୁରୋ : ରାତି ଅଧରେ ମଦ୍ୟପାନ କରି ଖଣ୍ଡଗିରି ଥାନାରେ ଉତ୍ପାତ କରିବା ପ୍ରସଙ୍ଗରେ ମହିଳାଙ୍କ ବିରୋଧରେ ମାମଲା । ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ କରିଛି ପୋଲିସ । ମାମଲା ରୁଜୁ ପରେ ନୋଟିସ ଦେଇ ପୋଲିସ ଛାଡ଼ିଦେଇଛି ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

ସବୁ ଥାନାକୁ ଡିସିପି ନିର୍ଦ୍ଦେଶ ଦେଇ ଡିସିପି କହିଛନ୍ତି, ଏଭଳି କୌଣସି ଘଟଣା ଘଟିଲେ ସମ୍ବେଦନଶୀଳ ଭାବେ ଗ୍ରହଣ କରନ୍ତୁ । ସମସ୍ତ ତଥ୍ୟ ପ୍ରମାଣ ସହ ସଂପୃକ୍ତ ମହିଳାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଗତକାଲି ଜଣେ ମହିଳା ମଦ୍ୟପାନ କରି ଖଣ୍ଡଗିରି ଥାନାରେ ଉତ୍ପାତ କରିବା ସହ ପୋଲିସକୁ ଦୁର୍ବ୍ୟବହାର କରିଥିଲେ । ଭରତପୁର ଘଟଣା ପରେ ଏମିତି ଏକ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଥିଲା । ଭିଡିଓରେ ସଂପୃକ୍ତ ମହିଳା ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe