ବର୍ଷର ଶେଷ ସୂର୍ଯ୍ୟୋଦୟ : ଉଦୟମାନ ସୁର୍ଯ୍ୟଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ଅର୍କକ୍ଷେତ୍ରରେ ଭିଡ

Advertisment

ବର୍ଷର ଶେଷ ସୂର୍ଯ୍ୟୋଦୟ । ଅର୍କକ୍ଷେତ୍ର ଚନ୍ଦ୍ରଭାଗାରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ,  ଦୂରଦୂରନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଆସି ଚନ୍ଦ୍ରଭାଗା ମହୋଦଧି କୂଳରେ ପହଂଚିଥିଲେ ।

Updated On

ଅଦ୍ୟତନ ହୋଇଛି
େହୀରବୋ୍ୋବୋ

େହୀରବୋ୍ୋବୋ Photograph: (େହୀରବୋ୍ୋବୋ )

କନକବ୍ୟୁରୋ : ବର୍ଷର ଶେଷ ସୂର୍ଯ୍ୟୋଦୟ । ଅର୍କକ୍ଷେତ୍ର ଚନ୍ଦ୍ରଭାଗାରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ,   ଦୂରଦୂରନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଆସି ଚନ୍ଦ୍ରଭାଗା ମହୋଦଧି କୂଳରେ ପହଂଚିଥିଲେ। ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ସମସ୍ତେ  ।

ବିଦାୟ ବର୍ଷ ୨୦୨୪ ବହୁ ଘାତପ୍ରତିଘାତ ମଧ୍ୟରେ ସରିଥିବା ବେଳେ ପର୍ଯ୍ୟଟକମାନେ ବିଦାୟ ଦେଇଛନ୍ତି  ।   ଆଜି ଓ ଆସନ୍ତାକାଲି ଆହୁରି ଭିଡ ବଢ଼ିବ । ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe