ମୁହଁଖୋଲିଲେ ମନୁ ଭାକର । ନାମାଙ୍କନ ପଞ୍ଜୀକରଣ ବେଳେ ଭୁଲ ହୋଇଥିବା କଲେ ସ୍ୱୀକାର

Advertisment

ଭାରତରତ୍ନ ନାମାଙ୍କନ ତାଲିକାରେ ନାଁ ଗାୟବକୁ ନେଇ ଦେଖାଦେଇଛି ବିବାଦ । ଖେଳରତ୍ନ ଆୱାର୍ଡ ନାମାଙ୍କନ ତାଲିକାରେ ସୁଟର ମନୁ ଭାକରଙ୍କ ନାଁ ନଥିବା ଘଟଣାକୁ ନେଇ କାଲିଠୁ ବିବାଦ ଚାଲିଛି । ଏହା ଭିତରେ ମନୁଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।ସୁଟର କହିଛନ୍ତି ହୁଏତ ନାମାଙ୍କନ ପଞ୍ଜୀକରଣ ସମୟରେ ତାଙ୍କ ଦ୍ବାରା କିଛି ଭୁଲ ହୋଇଥାଇପାରେ ।

fs;fou;fid

f;esrek Photograph: (zjfseiro)

କନକ ବ୍ୟୁରୋ: ମୁହଁଖୋଲିଲେ ମନୁ ଭାକର । ନାମାଙ୍କନ ପଞ୍ଜୀକରଣରେ ତାଙ୍କ ଦ୍ବାରା  ଭୁଲ ହୋଇଥିବା  ସୁଟର ମାନିଛନ୍ତି । କହିଲେ,କୌଣସି ପୁରସ୍କାର କିମ୍ବା ମେଡାଲ ପାଇଁ ନୁହେଁ ଦେଶର ସମ୍ମାନ ପାଇବା ଲକ୍ଷ୍ୟରେ ଖେଳେ । ଭାରତରତ୍ନ ନାମାଙ୍କନ ତାଲିକାରେ ନାଁ ଗାୟବକୁ ନେଇ ଦେଖାଦେଇଛି ବିବାଦ । ଖେଳରତ୍ନ ଆୱାର୍ଡ ନାମାଙ୍କନ ତାଲିକାରେ ସୁଟର ମନୁ ଭାକରଙ୍କ ନାଁ ନଥିବା ଘଟଣାକୁ ନେଇ କାଲିଠୁ ବିବାଦ ଚାଲିଛି । ଏହା ଭିତରେ ମନୁଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।ସୁଟର କହିଛନ୍ତି ହୁଏତ ନାମାଙ୍କନ ପଞ୍ଜୀକରଣ ସମୟରେ ତାଙ୍କ ଦ୍ବାରା କିଛି ଭୁଲ ହୋଇଥାଇପାରେ ।ଯାହା ପାଇଁ ତାଙ୍କ ନାଁ ତାଲିକାରେ ନାହିଁ ।କିନ୍ତୁ ଆୱାର୍ଡ ପାଇବା ଲକ୍ଷ୍ୟରେ ସେ ଖେଳନ୍ତି ନାହିଁ ଦେଶର ସମ୍ମାନ,ଗୌରବ ପାଇଁ ଖେଳନ୍ତି ବୋଲି କହିଛନ୍ତି ମନୁ ।ତେବେ ମନୁଙ୍କ ନାଁ ତାଲିକାରେ ପ୍ରକାଶ ନହେବା ପରେ ତାଙ୍କ ପ୍ରଶଂସକ ଓ ପରିବାର ଦୁଖ ପ୍ରକାଶ କରିଥିଲେ ।ଏପରିକି ତାଙ୍କ ଝିଅ ସୁଟର ନହୋଇ କ୍ରିକେଟର ହୋଇଥିଲେ ଭଳ ହୋଇଥାନ୍ତେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe