କନକ ବ୍ୟୁରୋ: ଆଦିବାସୀ ଛାତ୍ର ଛାତ୍ରୀ ମାନେ ମାତୃଭାଷାରେ ପାଠ ପଢା ପଢିବା ସହ ପାଇବେ ଗୁଣାତ୍ମକ ଜ୍ଞାନ । ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ସରକାରର କରୁଛନ୍ତି ଯୋଗନା । ଆଗାମୀ ଦିନରେ ଆଦିବାସୀ ଭାଷା ସଂସ୍କୃତି କେମିତି ସୁରକ୍ଷିତ ରହିବ ତା' ପାଇଁ ଲ୍ୟାଙ୍ଗୁଏଜ୍ ଲ୍ୟାବ୍ କରାଯିବ। ଆଦିବାସୀ ଭାଷାକୁ ଗୁରୁତ୍ଵ ଦେଇ ଶିକ୍ଷକ ନିଯୁକ୍ତି ମଧ୍ୟ କରାଯାଉଛି । ଆଗକୁ ଆଦିବାସୀ ଅଧ୍ୟୁଷିତ ବିଦ୍ୟାଳୟରେ ମାତୃଭାଷାରେ ପାଠ ପଢା ହେବ । ପିଲା ମାନେ କିଭଳି ଗୁଣାତ୍ମକ ଜ୍ଞାନ ପାଇବେ ସେଥିପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ।