କଳିଙ୍ଗା ଘାଟିରେ ଭୂସ୍ଖଳନ; ଲଗାଣ ବର୍ଷା ପରେ ଧସିଲା ମାତି ଅତଡ଼ା

ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ । କନ୍ଧମାଳ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ । ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଧସି ରାସ୍ତାରେ ପଡ଼ିଛି ।

Kalinga Ghati

Photograph: (Kanak News)

କନକ ବ୍ୟୁରୋ : କଳିଙ୍ଗା ଘାଟିରେ ଭୂସ୍ଖଳନ । ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ । କନ୍ଧମାଳ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ । ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଧସି ରାସ୍ତାରେ ପଡ଼ିଛି । ବିଜୟୱାଡା-ରାଞ୍ଚି କରିଡରରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଘଟଣା ସ୍ଥଳରେ ପୁଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ନଯିବା ପାଇଁ କରୁଛନ୍ତି ଅପିଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe