ସୁନ୍ଦରଗଡ଼ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ସିଆରପିଏଫ ଯବାନ ଗୁରୁତର

Advertisment

ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପୋଲିସ ମୈନପୁର ଥାନା ବଡ଼େଗୋବ୍ରାର ଜଙ୍ଗଲ ପାହାଡିଆ ଅଞ୍ଚଳରେ ମାଓବାଦୀମାନେ ଫୋପାଡ଼ି ଦେଇଥିବା ଲାପଟପ୍, ମୋବାଇଲ୍ ଫୋନ୍, ନଗଦ ଟଙ୍କା, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଛି ।

ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପୋଲିସ ମୈନପୁର ଥାନା ବଡ଼େଗୋବ୍ରାର ଜଙ୍ଗଲ ପାହାଡିଆ ଅଞ୍ଚଳରେ ମାଓବାଦୀମାନେ ଫୋପାଡ଼ି ଦେଇଥିବା ଲାପଟପ୍, ମୋବାଇଲ୍ ଫୋନ୍, ନଗଦ ଟଙ୍କା, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଛି ।

CRPF-Jawan-Injured-in-IED-Blast

Photograph: (kanak news)

କନକ ବ୍ୟୁରୋ:ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପୋଲିସ ମୈନପୁର ଥାନା ବଡ଼େଗୋବ୍ରାର ଜଙ୍ଗଲ ପାହାଡିଆ ଅଞ୍ଚଳରେ ମାଓବାଦୀମାନେ ଫୋପାଡ଼ି ଦେଇଥିବା ଲାପଟପ୍, ମୋବାଇଲ୍ ଫୋନ୍, ନଗଦ ଟଙ୍କା, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଛି। ବହୁ ପରିମାଣରେ ଫିଙ୍ଗି ଦିଆଯାଇଥିବା ନଗଦ ୪୬ ଲକ୍ଷ ୩୧ ହଜାର ୫୦୦ ଟଙ୍କା, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଅସ୍ତ୍ରଶସ୍ତ୍ର, ଗୁଳି, ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି । 

ଗରିଆବନ୍ଦ ଜିଲ୍ଲାରେ ସରକାରଙ୍କ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା ପରେ ଜଣାପଡିଥିଲା ଯେ, ନିଷିଦ୍ଧ ସଂଗଠନ ସିପିଆଇ ମାଓବାଦୀଙ୍କ ଧମତାରି ଗରିଆବନ୍ଦ-ନୂଆପଡାର ଶୀର୍ଷ ନେତାମାନେ ଜଙ୍ଗଲ ଓ ପାହାଡ଼ି ଅଞ୍ଚଳରେ ଏଗୁଡିକୁ ରଖିଥିଲେ । ଗତ ଦୁଇ ବର୍ଷ ଧରି ଗରିଆବନ୍ଦ ଜିଲ୍ଲା ପୋଲିସ ଦ୍ୱାରା କରାଯାଇଥିବା ନକ୍ସଲ ନିପାତ ଅଭିଯାନ ଏବଂ ସରକାରଙ୍କ ପୁନର୍ବାସ ଯୋଜନାର ପ୍ରଚାର ଚାଲିଛି। ଫଳରେ ଗରିଆବନ୍ଦ-ଧମତାରି ଅଞ୍ଚଳରେ ସକ୍ରିୟ ଧାମତାରି ଗରିଆବନ୍ଦ-ନୂଆପଡା ଡିଭିଜନର ସମସ୍ତ ତାଲିକାଭୁକ୍ତ ମାଓବାଦୀଙ୍କୁ ନିପାତ କରିବା ଏବଂ ଆତ୍ମସମର୍ପଣ କରିବାରେ ସଫଳତା ମିଳୁଛି । 

 ଆହୁରି ପଢ଼ନ୍ତୁ :ଟି-୨୦ ବିଶ୍ୱକପରେ ଆଜି ବଡ଼ ମୁକାବିଲା,  ବିଜେତା ଦଳ କାଟିବେ ସେମିଫାଇନାଲ୍ ଟିକେଟ୍



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe