ରାଉରକେଲା ସରଣ୍ଡା ଦୀଘାର ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଛୁଆ ହାତୀ ଗୁରୁତର

ରାଉରକେଲା ସରଣ୍ଡା ଦୀଘାର ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ହାତୀ ଛୁଆ ଗୁରୁତର

hatoi

Photograph: (kanaknews)

କନକବ୍ୟୁରୋ : ରାଉରକେଲା ସରଣ୍ଡା ଦୀଘାର ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ହାତୀ ଛୁଆ ଗୁରୁତର ଆହତ ହୋଇଛି । ନକ୍ସଲ ଲଗାଇଥିବା ଲ୍ୟାଣ୍ଡ ମାଇନ୍ ବିସ୍ପୋରଣରେ ଛୁଆ ହାତୀର ବାମ ଗୋଡ଼ରେ ଆଘାତ ଲାଗିଛି ।  ଟ୍ରାଙ୍କୁଲାଇଜ କରି ଉଦ୍ଧାର କରିଛି ବନ ବିଭାଗ ।  ଗୁରୁତର ଅବସ୍ଥାରେ ସରଣ୍ଡା ଦୀଘାର ଘଞ୍ଚ ଅଂଚଳରୁ ହାତୀ ଛୁଆକୁ ଠାବ କରାଯାଇଛି  ।  ସରଣ୍ଡା ଡିଏଫଓ ଅଭିରୁପ ସିଂହାଙ୍କ ନେତୃତ୍ୱରେ ହାତୀ ଛୁଆ କୁ ଉଦ୍ଧାର ପାଇଁ ଲାଗିଛନ୍ତି ଝାଡଖଣ୍ଡ ର ପଶ୍ଚିମ ସିଂହଭୂମି , ଓଡ଼ିଶା କେଉଁଝର ଓ ରାଉରକେଲା ର ବନ ବିଭାଗ ଟିମ୍ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe