କନକ ବ୍ୟୁରୋ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅର ବର୍ବର କାଣ୍ଡ। ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ । ଗଞ୍ଜାମ ଜିଲ୍ଲା ଆସିକାରେ ଏହି ହୃଦୟବିଦାରକ ଘଟଣା ଘଟିଛି । ଆସିକା ଥାନା ଦନ୍ତାରି ବଗଡ଼ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅ ଘଟାଇଛି ଏହି ବର୍ବର କାଣ୍ଡ। ମୃତ ମହିଳା ହେଲେ ୭୫ ବର୍ଷୀୟା ଲଷ୍ମୀ ବରାଡ଼। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲରେ ରଖି ତଦନ୍ତ କରୁଛି ।
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅର ବର୍ବର କାଣ୍ଡ, ମାଆର ତଣ୍ଟି ଚିପି ହତ୍ୟା, ତଦନ୍ତ କରୁଛି ପୁଲିସ
ଗଞ୍ଜାମ ଜିଲ୍ଲା ଆସିକାରେ ଏହି ହୃଦୟବିଦାରକ ଘଟଣା ଘଟିଛି । ଆସିକା ଥାନା ଦନ୍ତାରି ବଗଡ଼ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅ ଘଟାଇଛି ଏହି ବର୍ବର କାଣ୍ଡ।
/kanak/media/media_files/2025/08/10/14-2025-08-10-08-33-50.jpg)