କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଜମି ଦଲାଲ। ହାତେ ଜମି ପାଇଁ ବରିମୁଣ୍ଡରେ ଅପହରଣ ଓ ହଣାକଟା ଘଟଣା ସାମନାକୁ ଆସିବା ପରେ, ଆକ୍ସନ ମୋଡକୁ ଆସିଛି କମିସନରେଟ ପୁଲିସ। ବିଭିନ୍ନ ସମୟରେ ଜମି ପଜେସନ ପାଇଁ ଗୁଣ୍ଡାଗର୍ଦି ଦେଖିବାକୁ ମିଳୁଛି । ଜମି କିଣିବା ବେଳେ ହେଉ କିମ୍ବା ଜମିକୁ ଜୋର ଜବରଦଖଲ କରିବା ହେଉ, ଏଭଳି ସ୍ଥିତିରେ ବାଉଁଶରଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ତେବେ ଏହି ସବୁକୁ ଆଖି ଆଗରେ ରଖି ଡିସପି ତାଗିଦ କରିଛନ୍ତି । ବିଶେଷ କରି ବେଆଇନ କାର୍ଯ୍ୟରୁ ଦୁରେଇ ରହିବାକୁ ନିର୍ଦେଶ ଦେିଛନ୍ତି । ଯଦି କୌଣସି ଗୋଷ୍ଠି ଆଇନକୁ ହାତକୁ ନେବାକୁ ଚେଷ୍ଟା କରୁଛନ୍ତି କିମ୍ବା ଦାଦାବଟି ଆଦାୟ କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜମିଜମା ଘଟଣାକୁ କେନ୍ଦ୍ରକରି ବ୍ରିଶୁଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ଓ ଯେ କୌଣସି ବ୍ୟକ୍ତି ଏନେଇ ଗୁଣ୍ଡାଙ୍କ ଶିକାର ହେଲେ ପୁଲିସକୁ ଖବର ଦେଇ ପାରିବେ। ଓ ଗୁଣ୍ଡଗିରି ଦାଦାବଟି ଆଉ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ବାହୁ ଦେଖାଇଲେ ପୁଲିସ ବାନ୍ଧିବ ଓ
ରାଜଧାନୀରେ ମାତିଛନ୍ତି ଜମି ଦଲାଲ । ହାତେ ଜମି ପାଇଁ ହେଉଛନ୍ତି ହଣାକଟା, ସହାୟକ ସାଜିଛନ୍ତି ବାଉଁଶର, ଡିସିପି କହିଲେ, ବାହୁ ଦେଖାଇଲେ ବନ୍ଧାହେବ
ଜମି କିଣିବା ବେଳେ ହେଉ କିମ୍ବା ଜମିକୁ ଜୋର ଜବରଦଖଲ କରିବା ହେଉ, ଏଭଳି ସ୍ଥିତିରେ ବାଉଁଶରଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ତେବେ ଏହି ସବୁକୁ ଆଖି ଆଗରେ ରଖି ଡିସପି ତାଗିଦ କରିଛନ୍ତି । ବିଶେଷ କରି ବେଆଇନ କାର୍ଯ୍ୟରୁ ଦୁରେଇ ରହିବାକୁ ନିର୍ଦେଶ ଦେିଛନ୍ତି ।
/kanak/media/media_files/2024/12/04/3XvKD6yRkV0pMWyjUC3c.jpg)