ବନ୍ଧା ହେଲା ଜମି ଦଲାଲ୍; ମିଛ ଜମି ଦେଖାଇ ଲୋକଙ୍କଠୁ କୋଟି କୋଟି ଟଙ୍କା ଲୁଟ୍‌ ଅଭିଯୋଗ

Advertisment

ମିଛ ଜମି ଦେଖାଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହୋଇଛି ବିଲଡର ନିରଞ୍ଜନ ରଣା । ଶତାଧିକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ରହିଛି ତା ବିରୋଧରେ ।

ମିଛ ଜମି ଦେଖାଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହୋଇଛି ବିଲଡର ନିରଞ୍ଜନ ରଣା । ଶତାଧିକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ରହିଛି ତା ବିରୋଧରେ ।

Land broker Arrested

କନକ ବ୍ୟୁରୋ : ବନ୍ଧା ହେଲେ ବିଲଡର । ମିଛ ଜମି ଦେଖାଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହୋଇଛି ବିଲଡର ନିରଞ୍ଜନ ରଣା । ଶତାଧିକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ରହିଛି ତା ବିରୋଧରେ । ପୂର୍ବରୁ ବାରମ୍ବାର ବନ୍ଧା ହୋଇ ଜେଲ୍ ଯାଇଛି ଏବଂ ବେଲରେ ଆସିବା ପରେ ପୁଣି ଲୋକଙ୍କୁ ଚୁନା ଲଗାଇଛି

ନିରଞ୍ଜନ ରଣା ଭୁବନେଶ୍ୱରରେ ଜମି ଦେବା ନାଁରେ ଲୋକଙ୍କୁ ଚୁନା ଲଗାଇ ଫେରାର ହୋଇଯାଏ ଓ ଜମି ଦଲାଲ ନିରଞ୍ଜନ ବିରୋଧରେ ୭ ଜାମିନ ବିହୀନ ଗିରଫ ପରୱାନା ସହ ୩୫ଟି ମାମଲା ରହିଛି । ଭୁବନେଶ୍ୱର ଡିସିପି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe