କନକବ୍ୟୁରୋ : ହିମାଚଳ ପ୍ରଦେଶରେ ବର୍ଷା ପରେ ବନ୍ୟା ଓ ଭୁସ୍ଖଳନ ତାଣ୍ଡବ ରଚୁଛି । ବିଶେଷ କରି ମଣ୍ଡି, କୁଲୁ ଓ ସିମଲାରେ ପ୍ରକୃତିର କରାଳରୂପ ଦେଖିବାକୁ ମିଳିଛି ।୭ଦିନ ଭିତରେ ୭୦ରୁ ଅଧିକଙ୍କ ମୃତ୍ୟୁ ହେବା ସହ ଶତାଧିକ ଲୋକ ନିଖୋଜ ଅଛନ୍ତି । ଅଧିକାଂଶ ସ୍ଥାନରେ ବାଦଲଫଟା ବର୍ଷା ରାଜ୍ୟପାଇଁ କାଳ ସାଜିଛି । ସୂଚନା ଅନୁସାରେ ଏବେ ସୁଦ୍ଧା ହିମାଚଳରେ ହାହାକାର , ଆଉ ଏବେ ଯାହା କିଛି ରହି ଯାଇଛି ତାହା ଗଭୀର କ୍ଷତିର କ୍ଷତଚିହ୍ନ ।
ହିମାଚଳରେ ହାହାକାର, ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ
ହିମାଚଳ ପ୍ରଦେଶରେ ବର୍ଷା ପରେ ବନ୍ୟା ଓ ଭୁସ୍ଖଳନ ତାଣ୍ଡବ ରଚୁଛି
/kanak/media/media_files/2025/07/06/bejing-2025-07-06-14-56-08.jpg)