ଲାଲବାଗଚା ରାଜାଙ୍କ ପାଖରେ ଟଙ୍କା ବର୍ଷା । ୧୦ ଦିନରେ ମିଳିଛି ୫ କୋଟି ୬୫ ଲକ୍ଷର ଦାନ ।

ମହାରାଷ୍ଟ୍ର ପ୍ରସିଦ୍ଧ ଲାଲବାଗଚା ରାଜା ଗଣେଶଙ୍କ ପାଖରେ ଟଙ୍କା ବର୍ଷା । ପବିତ୍ର ଗଣେଶ ଉତ୍ସବ ଅବସରରେ ମୁମ୍ବାଇର ଲାଲବାଗ ରାଜାଙ୍କୁ ଶ୍ରଦ୍ଧାଳୁ ମାନେ କୋଟି କୋଟି ଟଙ୍କା ଓ ଅଲଙ୍କାର ଅର୍ପଣ କରିଛନ୍ତି ।

lalbaugcha-raja2015

କନକ ବ୍ୟୁରୋ: ମହାରାଷ୍ଟ୍ର ପ୍ରସିଦ୍ଧ ଲାଲବାଗଚା ରାଜା ଗଣେଶଙ୍କ ପାଖରେ ଟଙ୍କା ବର୍ଷା । ପବିତ୍ର ଗଣେଶ ଉତ୍ସବ ଅବସରରେ ମୁମ୍ବାଇର ଲାଲବାଗ ରାଜାଙ୍କୁ ଶ୍ରଦ୍ଧାଳୁ ମାନେ କୋଟି କୋଟି ଟଙ୍କା ଓ ଅଲଙ୍କାର ଅର୍ପଣ କରିଛନ୍ତି । ଯାହାର ତଥ୍ୟ ଏବେ ସାମ୍ନାକୁ ଆସିଛି । ମାତ୍ର ୧୦ ଦିନରେ ପୂଜାରେ ମିଳିଛି ୫ କୋଟି ୬୫ ଲକ୍ଷର ଦାନ । ସେହିପରି ୪ କିଲୋ ୧୫ ଗ୍ରାମ ସୁନା ଓ ୬୪ କିଲୋ ୩୨ ଗ୍ରାମ ରୁପା ଦାନ କରାଯାଇଛି । ଲାଲବାଗ ପୂଜା ଅନଷ୍ଠାନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଏହି ଦାନ ରାଶି ଆହୁରି ବଢିପାରେ, କାରଣ ଏବେ ବି ଜାରି ରହିଛି ଗଣତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe