କନକ ବ୍ୟୁରୋ: ଭୁବନେଶ୍ୱର ନୟାପଲ୍ଲୀ ମଣିଷ ହାଟରେ ହଠାତ ପହଞ୍ଚିଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । କାମ ଅପେକ୍ଷାରେ ଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଶ୍ରମିକଙ୍କ ବିକାଶ ତଥା ସୁରକ୍ଷା ପାଇଁ ଥିବା ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି । ବିଭାଗୀୟ ଅଧିକାରୀ ମନ୍ତ୍ରୀଙ୍କ ସାଥିରେ ଥିବା ବେଳେ ସବୁ ସମସ୍ୟାର ସମାଧାନ ସ୍ପଟ୍ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ । ମଣିଷ ହାଟକୁ ଯିବା ପୂର୍ବରୁ ନାର୍ବାଡ୍ ଅଫିସକୁ ସରପ୍ରାଇଜ୍ ଭିଜିଟ କରିଥିଲେ ମନ୍ତ୍ରୀ ।
ମଣିଷ ହାଟରେ ଶ୍ରମମନ୍ତ୍ରୀ, ଲୋକଙ୍କ ଦୁଃଖ ବୁଝିଲେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ
Advertisment
Follow Us