କନକ ବ୍ୟୁରୋ: ଭୁବନେଶ୍ୱର ନୟାପଲ୍ଲୀ ମଣିଷ ହାଟରେ ହଠାତ ପହଞ୍ଚିଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । କାମ ଅପେକ୍ଷାରେ ଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଶ୍ରମିକଙ୍କ ବିକାଶ ତଥା ସୁରକ୍ଷା ପାଇଁ ଥିବା ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି । ବିଭାଗୀୟ ଅଧିକାରୀ ମନ୍ତ୍ରୀଙ୍କ ସାଥିରେ ଥିବା ବେଳେ ସବୁ ସମସ୍ୟାର ସମାଧାନ ସ୍ପଟ୍ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ । ମଣିଷ ହାଟକୁ ଯିବା ପୂର୍ବରୁ ନାର୍ବାଡ୍ ଅଫିସକୁ ସରପ୍ରାଇଜ୍ ଭିଜିଟ କରିଥିଲେ ମନ୍ତ୍ରୀ ।
ମଣିଷ ହାଟରେ ଶ୍ରମମନ୍ତ୍ରୀ, ଲୋକଙ୍କ ଦୁଃଖ ବୁଝିଲେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ
ମଣିଷ ହାଟରେ ଶ୍ରମମନ୍ତ୍ରୀ । ଭୁବନେଶ୍ବର ନୟାପଲ୍ଲୀ ମଣିଷ ହାଟରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିଲେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଶ୍ରମିକଙ୍କ ସୁରକ୍ଷା ପାଇଁ ଥିବା ସରକାରୀ ଯୋଜନା ସମ୍ପର୍କରେ କରାଇଲେ ଅବଗତ ।
/kanak/media/media_files/2025/05/17/yxEXqa3DLCP4XzdTj2Bx.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)