୪୮ ବର୍ଷ ବୟସରେ ମୃତ୍ୟୁବରଣ କଲେ ଚର୍ଚ୍ଚିତ ଟେଲିଭିଜନ ଷ୍ଟାର ବିକାଶ ସେଠୀ । ହୃଦଘାତରେ ମୃତ୍ୟୁ ନେଇ ପରିବାର ଲୋକଙ୍କ ସୂଚନା

Advertisment

୨୦୨୧ ମସିହାରେ ବିକାଶ ନିଜ ପାଦର ଅପରେଶନ କରିଥିଲେ । ଡାକ୍ତର ତାଙ୍କୁ ୨ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ବି ସେ  ତା ପୂର୍ବରୁ କାମ ଆରମ୍ଭ କରିଦେଇଥିଲେ ।

୨୦୨୧ ମସିହାରେ ବିକାଶ ନିଜ ପାଦର ଅପରେଶନ କରିଥିଲେ । ଡାକ୍ତର ତାଙ୍କୁ ୨ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ବି ସେ  ତା ପୂର୍ବରୁ କାମ ଆରମ୍ଭ କରିଦେଇଥିଲେ ।

vikas

କନକ ବ୍ୟୁରୋ : ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଅଭିନେତା ବିକାଶ ସେଠୀଙ୍କର ୪୮ ବର୍ଷ ବୟସରେ ପରଲୋକ ହୋଇଛି । ପରିବାର ଲୋକଙ୍କ ସୂଚନା ମୁତାବକ ତାଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ଜଣାପଡିଛି । ବିକାଶଙ୍କର ପତ୍ନୀଙ୍କ ସହ ଦୁଇଟି ପିଲା ମଧ୍ୟ ରହିଛନ୍ତି । 

୨୦୨୧ ମସିହାରେ ବିକାଶ ନିଜ ପାଦର ଅପରେଶନ କରିଥିଲେ । ଡାକ୍ତର ତାଙ୍କୁ ୨ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ବି ସେ  ତା ପୂର୍ବରୁ କାମ ଆରମ୍ଭ କରିଦେଇଥିଲେ । ଯଦି ତାଙ୍କ କ୍ୟାରିୟର ବାବଦରେ କହିବା ତେବେ ସେ ‘ଦିଲ୍ ନା ଜାନେ କିୟୁଁ’, ‘ କହିଁ ତୋ ହୋଗା’, ‘କ୍ୟୁୟୁଁକି ଶାସ୍ ଭି କଭି ବୋହୂ ଥି’, ଭଳି ଅନେକ ଲୋକପ୍ରିୟ ଧାରାବାହିକରେ କାମ କରି ଢେର ପ୍ରଶଂସା ସାଉଣ୍ଟିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe