କୋରାପୁଟ ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟ,ଦିନ ମଜୁରିଆଙ୍କୁ ଲୁହା ରଡ ଭୁସି ହତ୍ୟା କଲେ ୪ ଦୃର୍ବୁତ୍ତ

Advertisment

କୋରାପୁଟ ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟ। ରେଲୱେ କଲୋନୀରେ ସଂଘବଦ୍ଧ ହତ୍ୟାକାଣ୍ଡ। ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର। ଦିନ ମଜୁରିଆ ଶ୍ରମିକକୁ ୪ ଜଣ ଦୃର୍ବୁତ୍ତ ଲୁହା ରଡ଼ ଭୂସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

କୋରାପୁଟ ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟ। ରେଲୱେ କଲୋନୀରେ ସଂଘବଦ୍ଧ ହତ୍ୟାକାଣ୍ଡ। ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର। ଦିନ ମଜୁରିଆ ଶ୍ରମିକକୁ ୪ ଜଣ ଦୃର୍ବୁତ୍ତ ଲୁହା ରଡ଼ ଭୂସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

www

କନକବ୍ୟୁରୋ:କୋରାପୁଟ ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟ। ରେଲୱେ କଲୋନୀରେ ସଂଘବଦ୍ଧ ହତ୍ୟାକାଣ୍ଡ। ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର।  ଦିନ ମଜୁରିଆ ଶ୍ରମିକକୁ ୪ ଜଣ ଦୃର୍ବୁତ୍ତ ଲୁହା ରଡ଼ ଭୂସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକ ଜଣଙ୍କ ହେଉଛନ୍ତି ତଳଚମ୍ପି ଗାଁର ଲଚନ ବଇପାରି। ମିଳିଥିବା ସୂଚନା ଅନୁସାରେ ଦୁର୍ବୃତଙ୍କ ଟାର୍ଗେଟ ଥିଲେ ପୁରା ପରିବାର। ହତ୍ୟା ଘଟଣାରେ ଛାନଭିନ କରୁଛି ଲକ୍ଷ୍ମୀପୁର ପୁଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe