କନକବ୍ୟୁରୋ:କୋରାପୁଟ ଲକ୍ଷ୍ମୀପୁରରେ ଚାଞ୍ଚଲ୍ୟ। ରେଲୱେ କଲୋନୀରେ ସଂଘବଦ୍ଧ ହତ୍ୟାକାଣ୍ଡ। ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର। ଦିନ ମଜୁରିଆ ଶ୍ରମିକକୁ ୪ ଜଣ ଦୃର୍ବୁତ୍ତ ଲୁହା ରଡ଼ ଭୂସି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକ ଜଣଙ୍କ ହେଉଛନ୍ତି ତଳଚମ୍ପି ଗାଁର ଲଚନ ବଇପାରି। ମିଳିଥିବା ସୂଚନା ଅନୁସାରେ ଦୁର୍ବୃତଙ୍କ ଟାର୍ଗେଟ ଥିଲେ ପୁରା ପରିବାର। ହତ୍ୟା ଘଟଣାରେ ଛାନଭିନ କରୁଛି ଲକ୍ଷ୍ମୀପୁର ପୁଲିସ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/o92YlP7O4oUTl6zA3qKb.jpg)