ବାବୁଙ୍କୁ ନେତାଙ୍କ ନାଲିଆଖି ; ବୈଠକରେ ବିଡିଓ ସମେତ ଅନ୍ୟ ଅଧିକାରୀଙ୍କ ଉପରେ ବର୍ଷିଲେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ।
ବାବୁଙ୍କୁ ନେତାଙ୍କ ନାଲିଆଖି ; ବୈଠକରେ ବିଡିଓ ସମେତ ଅନ୍ୟ ଅଧିକାରୀଙ୍କ ଉପରେ ବର୍ଷିଲେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ । ରାସ୍ତା, ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ସମସ୍ୟା ନେଇ ଅସନ୍ତୋଷ ପ୍ରକାଶ କଲେ ସସ୍ମିତା ମେଲକା ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)