ନକଲି ସାର ବିକ୍ରି ନେଇ ଖବର ପ୍ରସାରଣ ପରେ ପ୍ରାଶାସନିକ ସ୍ତରରେ ତତ୍ପରତା : ଆକ୍ସନ ମୁଡରେ କୋରାପୁଟ ଜିଲ୍ଲା କୃଷି ଅଧିକାରୀ

Advertisment

ନକଲି ବାଲିରେ ନାଲି ରଙ୍ଗ ମିଶା ବାଲି ପଟାସ ସାର ବିକ୍ରିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସମସ୍ତ ସାର ଦୋକାନରେ ଚଢ଼ାଉ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Black

Black Photograph: (Kanaknews)

କନକ ବ୍ୟୁରୋ : ଆକ୍ସନ ମୁଡ଼ରେ କୋରାପୁଟ ଜିଲ୍ଲା କୃଷି ଅଧିକାରୀ । କୋଟପାଡ଼ ଅଞ୍ଚଳରେ ନକଲି ବାଲିରେ ନାଲି ରଙ୍ଗ ମିଶା ବାଲି ପଟାସ ସାର ବିକ୍ରିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସମସ୍ତ ସାର ଦୋକାନରେ ଚଢ଼ାଉ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ କୋଟପାଡ଼ ଅଞ୍ଚଳରେ ଜିଲ୍ଲା କୃଷି ଅଧିକାରୀ ବ୍ଲକ କୃଷି ଅଧିକାରୀ ଅତିରିକ୍ତ ତହସିଲଦାର ଏବଂ ପୁଲିସ ପ୍ରଶାସନ ଉପସ୍ଥିତିରେ କୋଟପାଡ଼ ବାସୁଗୁଡ଼ାରେ ବିଭିନ୍ନ ସାର ଦୋକାନରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରି ଗୋଦାମକୁ ସିଲ କରୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe