ଭିଜିଲାନ୍ସ ଜାଲରେ କୋରାପୁଟ ବୋରିଗୁମା ତହସିଲ ଏଆରଆଇ : ଏକକାଳୀନ ୮ଟି ସ୍ଥାନରେ ଚଢାଉ

Advertisment

ଭିଜିଲାନ୍ସ ଜାଲରେ ଏଆରଆଇ । କୋରାପୁଟ ବୋରିଗୁମା ତହସିଲ ଏଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ରେଡ୍। ଅଫିସ୍ ଓ ଘର ସମେତ କୋରାପୁଟ ଜୟପୁରର ୮ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ  ।

ଭିଜିଲାନ୍ସ ଜାଲରେ ଏଆରଆଇ । କୋରାପୁଟ ବୋରିଗୁମା ତହସିଲ ଏଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ରେଡ୍। ଅଫିସ୍ ଓ ଘର ସମେତ କୋରାପୁଟ ଜୟପୁରର ୮ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ  ।

vigilance 4

vigilance 4 Photograph: (vigilance 4)

କନକବ୍ୟୁରୋ : ଭିଜିଲାନ୍ସ ଜାଲରେ ଏଆରଆଇ । କୋରାପୁଟ ବୋରିଗୁମା  ତହସିଲ ଏଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ରେଡ୍ । ଅଫିସ୍ ଓ ଘର ସମେତ କୋରାପୁଟ ଜୟପୁରର ୮ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ  । ବୋରିଗୁମ୍ମାରେ ଥିବା ଦୁଇ ମହଲା କୋଠା, ଝିଅ ରହୁଥିବା ଭଡ଼ା ଘର, ବୋରିଗୁମ୍ମା ରଣସପୁରରେ ଥିବା ପୈତୃକ ଘରେ ରେଡ୍ କରୁଛି ଭିଜିଲାନ୍ସ ।  ସେହିପରି ବୋରିଗୁମ୍ମାର ସମ୍ପର୍କୀୟଙ୍କ ଦୁଇ ମହଲା କୋଠା, ମାର୍କେଟ୍ କମ୍ଲେକ୍ସ, କୁମୁଲିରେ ଥିବା ଅଫିସ ରେ ଚଢାଉ ହେଉଛି । ଆୟଠୁ ଅଧିକ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ରେଡ୍ କରୁଛନ୍ତି  ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe