ପ୍ଲେ ଅଫ୍‌ରେ କୋଣାର୍କ ସୂର୍ଯ୍ୟାସ୍ । ୭ ୱିକେଟ୍‌ରେ ଗୁଜରାଟକୁ ହରାଇଲା ଦଳ

ପ୍ଲେ ଅଫ୍‌ରେ କୋଣାର୍କ ସୂର୍ଯ୍ୟାସ୍ । ୭ ୱିକେଟ୍‌ରେ ଗୁଜରାଟକୁ ହରାଇଲା ଦଳ । ଆଜି ପ୍ରଥମ କ୍ୱାଲିଫାୟରରେ ସଦର୍ଣ୍ଣ ସୁପରଷ୍ଟାର୍ସ ସହ ମୁକାବିଲା ।

14suryash

କନକ ବ୍ୟୁରୋ:  ପ୍ଲେ ଅଫ୍‌ରେ କୋଣାର୍କ ସୂର୍ଯ୍ୟାସ୍ । ଚମତ୍କାର ପ୍ରଦର୍ଶନ କରି ୭ ୱିକେଟ୍‌ରେ ଗୁଜରାଟ ଜାଏଣ୍ଟସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ଦଳ । ଆଜି ପ୍ରଥମ କ୍ୱାଲିଫାୟରରେ ସଦର୍ଣ୍ଣ ସୁପରଷ୍ଟାର୍ସ ସହ କୋଣାର୍କ ସୂର୍ଯ୍ୟାସର ମୁକାବିଲା ହେବ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮ ୱିକେଟ୍ ହରାଇ ୧୪୧ ରନ୍‌ କରିଥିଲା । ଜବାବରେ କୋଣାର୍କ ସୂର୍ଯ୍ୟାସ୍  ।୧୫ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ ହାସଲ କରିନେଇଥିଲା । ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ପଏଣ୍ଟ ଟେବୁଲରେ ଓଡ଼ିଶା ୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe