କନକ ବ୍ୟୁରୋ: ପ୍ଲେ ଅଫ୍ରେ କୋଣାର୍କ ସୂର୍ଯ୍ୟାସ୍ । ଚମତ୍କାର ପ୍ରଦର୍ଶନ କରି ୭ ୱିକେଟ୍ରେ ଗୁଜରାଟ ଜାଏଣ୍ଟସକୁ ହରାଇ ପ୍ଲେ ଅଫ୍ରେ ପ୍ରବେଶ କରିଛି ଦଳ । ଆଜି ପ୍ରଥମ କ୍ୱାଲିଫାୟରରେ ସଦର୍ଣ୍ଣ ସୁପରଷ୍ଟାର୍ସ ସହ କୋଣାର୍କ ସୂର୍ଯ୍ୟାସର ମୁକାବିଲା ହେବ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮ ୱିକେଟ୍ ହରାଇ ୧୪୧ ରନ୍ କରିଥିଲା । ଜବାବରେ କୋଣାର୍କ ସୂର୍ଯ୍ୟାସ୍ ।୧୫ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ ହାସଲ କରିନେଇଥିଲା । ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ପଏଣ୍ଟ ଟେବୁଲରେ ଓଡ଼ିଶା ୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି।
ପ୍ଲେ ଅଫ୍ରେ କୋଣାର୍କ ସୂର୍ଯ୍ୟାସ୍ । ୭ ୱିକେଟ୍ରେ ଗୁଜରାଟକୁ ହରାଇଲା ଦଳ
ପ୍ଲେ ଅଫ୍ରେ କୋଣାର୍କ ସୂର୍ଯ୍ୟାସ୍ । ୭ ୱିକେଟ୍ରେ ଗୁଜରାଟକୁ ହରାଇଲା ଦଳ । ଆଜି ପ୍ରଥମ କ୍ୱାଲିଫାୟରରେ ସଦର୍ଣ୍ଣ ସୁପରଷ୍ଟାର୍ସ ସହ ମୁକାବିଲା ।
/kanak/media/media_files/cDYuyaRCPHj7eBN4JzhJ.jpg)