ସତହେଲା କନକ ନ୍ୟୁଜର ପୂର୍ବାନୁମାନ । ଦୁଇ ଦିନ ପୂର୍ବରୁ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଦିଆଯାଇଥିଲା ସୂଚନା ।

Advertisment

ବାତ୍ୟା ଲ୍ୟାଣ୍ଡଫଲ୍ ନେଇ ୨ ଦି ପୂର୍ବରୁ କନକ ନ୍ୟୁଜ କରିଥିବା ପୂର୍ବାନୁମାନ ଶେଷରେ ସତ ହୋଇଛି । ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ ।

ବାତ୍ୟା ଲ୍ୟାଣ୍ଡଫଲ୍ ନେଇ ୨ ଦି ପୂର୍ବରୁ କନକ ନ୍ୟୁଜ କରିଥିବା ପୂର୍ବାନୁମାନ ଶେଷରେ ସତ ହୋଇଛି । ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ ।

kanak

କନକ ବ୍ୟୁରୋ : ବାତ୍ୟା ଲ୍ୟାଣ୍ଡଫଲ୍ ନେଇ ୨ ଦି ପୂର୍ବରୁ କନକ ନ୍ୟୁଜ କରିଥିବା ପୂର୍ବାନୁମାନ ଶେଷରେ ସତ ହୋଇଛି । ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ । ୨ ଦିନ ତଳେ ପ୍ରଥମେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା କନକ ନ୍ୟୁଜ । ପାଣିପାଗ ବିଜ୍ଞାନୀଙ୍କ ଆକଳନ ଓ ବିଭିନ୍ନ ମଡେଲ ଚିତ୍ର ଦେଖି କନକ ନ୍ୟୁଜ ବାତ୍ୟାର ଲ୍ୟାଣ୍ଡଫଲ ନେଇ ସୂଚନା ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe