କନକ ବ୍ୟୁରୋ : ବାତ୍ୟା ଲ୍ୟାଣ୍ଡଫଲ୍ ନେଇ ୨ ଦି ପୂର୍ବରୁ କନକ ନ୍ୟୁଜ କରିଥିବା ପୂର୍ବାନୁମାନ ଶେଷରେ ସତ ହୋଇଛି । ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ । ୨ ଦିନ ତଳେ ପ୍ରଥମେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା କନକ ନ୍ୟୁଜ । ପାଣିପାଗ ବିଜ୍ଞାନୀଙ୍କ ଆକଳନ ଓ ବିଭିନ୍ନ ମଡେଲ ଚିତ୍ର ଦେଖି କନକ ନ୍ୟୁଜ ବାତ୍ୟାର ଲ୍ୟାଣ୍ଡଫଲ ନେଇ ସୂଚନା ଦିଆଯାଇଥିଲା ।
ସତହେଲା କନକ ନ୍ୟୁଜର ପୂର୍ବାନୁମାନ । ଦୁଇ ଦିନ ପୂର୍ବରୁ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଦିଆଯାଇଥିଲା ସୂଚନା ।
ବାତ୍ୟା ଲ୍ୟାଣ୍ଡଫଲ୍ ନେଇ ୨ ଦି ପୂର୍ବରୁ କନକ ନ୍ୟୁଜ କରିଥିବା ପୂର୍ବାନୁମାନ ଶେଷରେ ସତ ହୋଇଛି । ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ ।