କନକ ବ୍ୟୁରୋ: କହିବାକୁ ଗଲେ ଆମ ପକେଟ ଉପରେ ପଡୁଥିବା ପ୍ରଭାବର ମୂଳ ହେଉଛି ତୈଳ । କାରଣ ଅନେକ ସମୟରେ ତୈଳ ଦର ଉପରେ ଅନ୍ୟ ସାମଗ୍ରୀର ଦର ନିର୍ଦ୍ଧାରିତ ହୋଇଥାଏ । ତେଣୁ ତୈଳ ଦର ଜାଣିବାରେ ଅନେକଙ୍କ ଆଗ୍ରହ ରହିବା ସ୍ବାଭାବିକ । ଆଜି ଭୁବନେଶ୍ବରରେ ଡିଜେଲ ଲିଟର ପିଛା ଦର ୯୨ ଟଙ୍କା ୬୯ ପଇସା ରହିଛି । ଗତକାଲି ଦର ଥିଲା ୯୨ ଟଙ୍କା ୫୫ ପଇସା । ସେହିପରି ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ରହିଛି ୧୦୧ ଟଙ୍କା ୧୧ ପଇସା । ପେଟ୍ରୋଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । କିଛିଦିନ ଧରି ଲଗାତାର ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଥିଲା।
ଆଜି କେତେ ରହିଛି ତୈଳ ଦର ; ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ପେଟ୍ରୋଲ, ଡିଜେଲ ଦର
ଅନେକ ସମୟରେ ତୈଳ ଦର ଉପରେ ଅନ୍ୟ ସାମଗ୍ରୀର ଦର ନିର୍ଦ୍ଧାରିତ ହୋଇଥାଏ । ଜାଣନ୍ତୁ ଆଜି ଭୁବନେଶ୍ବରରେ କେତେ ରହିଛି ତୈଳ ଦର
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)